Heavy Rain Fall
ରାଜ୍ୟକୁ ବର୍ଷା ଭୟ; ୧୩ ତାରିଖ ଯାଏଁ ଏ ସବୁ ଜିଲ୍ଲାରେ ହେବ ବିକ୍ଷିପ୍ତ ବର୍ଷା
୧୧ ଓ ୧୨ ଦୁଇ ଦିନ ଧରି ଅଧିକ ବର୍ଷା ହେବା ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି କେନ୍ଦ୍ର ।
Jan 8,2022, 17:53 PM IST
meteorological department
ଚାଷୀଙ୍କୁ ସାବଧାନ ! ଏହି ୪ ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଏହାସହ ଆସନ୍ତା ୨୮ ତାରିଖ ଆଡକୁ ଉତ୍ତର ବଙ୍ଗୋପସାଗର (Bay Of Bengal) ର ଆଖପାଖ ଅଞ୍ଚଳରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
Jul 24,2021, 19:20 PM IST
Odisha Technical Education Institution
ମହାବିଦ୍ୟାଳୟ-ବିଶ୍ବବିଦ୍ୟାଳୟ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି: ବୈଷୟିକ ଶିକ୍ଷା ମନ୍ତ୍ରୀ
ବୈଷୟିକ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ଅଫଲାଇନ ପାଠପଢା କରିବାକୁ ବିଭାଗୀୟ ବୈଠକ ଡାକି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜ୍ୟ ବୈଷୟିକ ଶିକ୍ଷା ମନ୍ତ୍ରୀ।
Jul 19,2021, 21:43 PM IST
Low Pressure
୨୧ ନୁହେଁ ୨୩ ତାରିଖରେ ଘନୀଭୂତ ହେବ ଲଘୁଚାପ
ଆସନ୍ତାକାଲି ଠାରୁ ଆସନ୍ତା ୨୪ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି।
Jul 19,2021, 21:23 PM IST
SOP for School Opening
SOP ପାଳନ କରି ଖୋଲିବ ସ୍କୁଲ; ଆରମ୍ଭ ହେବ ଶ୍ରେଣୀଗୃହ ପାଠପଢା
ସ୍କୁଲ ଖୋଲିବ ହେଲେ ହଷ୍ଟେଲ ଖୋଲିବାକୁ ନେଇ ଏପର୍ଯ୍ୟନ୍ତ ମଧ୍ୟ ବଳବତ୍ତର ରହିଛି ପୂର୍ବରୁ ଜାରି ହୋଇଥିବା କଟକଣା।
Jul 18,2021, 18:43 PM IST
Mo Bus service
ଆସନ୍ତାକାଲି ଠାରୁ ରାଜଧାନୀ ରାଜରାସ୍ତାରେ ଗଡି଼ବ ମୋ ବସ୍
ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ନିୟମିତ ବସ୍ ସେବା ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ।
Jul 18,2021, 18:00 PM IST
ମାଡି ଆସୁଛି ଲଘୁଚାପ; ଦୁର୍ବଳ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଆସନ୍ତାକାଲି ଠାରୁ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି ହୋଇଛି।
Jul 18,2021, 17:36 PM IST
ଲଘୁଚାପ ସକ୍ରିୟ: ୨୪ ଘଣ୍ଟାରେ ଏହି ୪ଟି ଜିଲ୍ଲାରେ ହେବ ପ୍ରବଳ ବର୍ଷା
ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷେ ସମ୍ଭାବ୍ୟ ଲଘୁଚାପ ଏବଂ ସତର୍କ ସୂଚନା ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କତା ରହିବାକୁ ଚିଠି ଲେଖିଛନ୍ତି ଏସଆରସି।
Jul 17,2021, 20:33 PM IST
Advik
ବୟସ ମାତ୍ର ୪ ବର୍ଷ, ହାତରେ ବ୍ୟାଟ୍ ଧରି ଧୂଆଁଦାର ବ୍ୟାଟିଂ କରୁଛି କୁନି ଶିଶୁ !
କଥା କହିବାକୁ ପାଟି ଲାଗୁଛି ସତ ହେଲେ ବ୍ୟାଟିଂରେ ପୁରା ଓସ୍ତାଦ୍ । ଏତେ କମ୍ ବୟସରୁ ଏପରି ଇଚ୍ଛାଶକ୍ତିକୁ ନେଇ ପରିବାର ଓ ପ୍ରଶିକ୍ଷକ ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ବେଶ ଆଶାବାଦୀ ।
Jul 17,2021, 20:12 PM IST
ଆଗକୁ ଆସୁଛି ଲଘୁଚାପ; ବଢିପାରେ ବର୍ଷାର ପରିମାଣ
ଆସନ୍ତା ୧୮ ତାରିଖରେ ପାଗରେ ପରିବର୍ତ୍ତନ ହୋଇ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି।
Jul 16,2021, 20:29 PM IST
Offline NEET Exam 2021
ଜୀବନ ବନାମ ଭବିଷ୍ୟତ; କୋରୋନା ସଂକଟ କାଳରେ ହେବ Offline NEET Exam
କୋଭିଡ୍୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା।
Jul 13,2021, 19:56 PM IST
Directorate of Higher Secondary Education
ବଢୁଛି ମାଟ୍ରିକ ପାସ ହାର; ବଢିବ ଯୁକ୍ତ ଦୁଇ କଲେଜ ସିଟ୍
ରାଜ୍ୟରେ ମାଟ୍ରିକ ପାସ ହାର ବଢିବା ପରେ ଯୁକ୍ତ ଦୁଇ କଲେଜ ସିଟ୍ ବଢାଇବାକୁ ଯୋଜନା ଚାଲିଛି।
Jul 13,2021, 18:54 PM IST
south west monsoon
Weather Update: ସାରା ଦେଶକୁ ଛୁଇଁଲା ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ସ୍ବାଭାବିକ ୮ ତାରିଖ ପରିବର୍ତ୍ତେ ସାମାନ୍ୟ ବିଳମ୍ବ ଅର୍ଥାତ ଚଳିତ ବର୍ଷ ଜୁଲାଇ ୧୩ ତାରିଖ ମଙ୍ଗଳବାର ସାରା ଦେଶରେ ପ୍ରବେଶ କରିଛି।
Jul 13,2021, 18:30 PM IST
Beggar Free Bhubaneswar
ସହରକୁ ଭିକ୍ଷୁକ ମୁକ୍ତ କରିବାକୁ ଆରମ୍ଭ ହୋଇଗଲା ଅଭିଯାନ
ବିଏମସି ପକ୍ଷରୁ ପ୍ରଥମେ ମନ୍ଦିର ପରେ ରାସ୍ତାକଡ, ଛକ ଭଳି ସ୍ଥାନରୁ ଭିକାରୀଙ୍କୁ ଉଦ୍ଧାର କରି ଥଇଥାନ କରିବା ସହ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରିବାକୁ ଯୋଜନା କରାଯାଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାଯ୍ୟକାରୀ ହୋଇପାରିନାହିଁ।
Jul 12,2021, 18:18 PM IST
Rain
ଧୋକା ଦେଲା ଲଘୁଚାପ, ଧୋଇଗଲା ବର୍ଷା
ରାଜ୍ୟର ଅଧିକାଂଶ ସ୍ଥାନରେ ଘଡଘଡି (Lightning) ସହ ସ୍ଥାନେ ସ୍ଥାନେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା (Light to Moderate Rainfall) ସମ୍ଭାବନା ରହିଛି।
Jul 12,2021, 17:43 PM IST
bmc
Corona ପରେ Dengue ବିରୁଦ୍ଧରେ ଲଢିବାକୁ ଅଣ୍ଟାଭିଡ଼ିଲା BMC
ଡେଙ୍ଗୁ ମୁକାବିଲା ପାଇଁ ରାଜଧାନୀରେ ବିଭିନ୍ନ ନାଳନର୍ଦ୍ଦମା ସଫେଇ ଏବଂ ଅନାବନା ଜଙ୍ଗଲକୁ ସଫା କରିବା ପ୍ରକ୍ରିୟା ଜାରି ରହିଛି।
Jul 11,2021, 18:39 PM IST
ଏଥର ରଥଯାତ୍ରାରେ ରାଜ୍ୟକୁ ଭିଜାଇବ ଲଘୁଚାପ
ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
Jul 11,2021, 18:18 PM IST
Bhubaneswar Meteorological Centre
Weather Alert: ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି
ବର୍ତ୍ତମାନ ଏକ ଟ୍ରଫ୍ ଲାଇନ ରାଜସ୍ଥାନ ଦେଇ ଓଡିଶା ପର୍ଯ୍ୟନ୍ତ ଲମ୍ବିଛି।
Jul 10,2021, 18:14 PM IST
Bhubaneswar Metrological Centr
Weather Alert: ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିକ୍ଷିପ୍ତ ବର୍ଷା ସମ୍ଭାବନା
ଆସନ୍ତାକାଲି ଠାରୁ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ମଧ୍ୟ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ବର୍ଷା ପବନ ନେଇ ଚେତାବନୀ ଜାରି କରାଯାଇଛି।
Jul 9,2021, 18:17 PM IST
Plus Two Exam Result
କେବେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ?
ନିର୍ଦ୍ଧିଷ୍ଟ ଭାବେ କେବେ ପ୍ରକାଶ ପାଇବ ପରୀକ୍ଷା ଫଳାଫଳ ଏବେ ତାହାକୁ ଅପେକ୍ଷା।
Jul 9,2021, 17:47 PM IST
First Indian Vaccinated City
Deal with Corona: ଆର ପାର ଜାରି ରହିଛି ଲଢେଇ
ଜୁଲାଇ ୧୦ ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ ଶେଷ ହେବାକୁ ଯୋଜନା ରଖିଛି ବିଏମସି।
Jul 6,2021, 20:10 PM IST
Lightning Rain Thunderstorms Rain
ଆଗାମୀ ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି
ଚଳିତ ବର୍ଷ ଜୁନ ପହିଲାରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୨୨୨.୫ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଛି।
Jul 6,2021, 18:28 PM IST
Utkal University Sanskrit Department
ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗରେ ଅଗ୍ନିକାଣ୍ଡ
ଏନେଇ ଖବର ପାଇବାର ୨୦ ମିନିଟ ମଧ୍ୟରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
Jul 6,2021, 17:58 PM IST
Monsoon 2021
Monsoon2021: ସ୍ବାଭାବିକ ଠାରୁ ୧୮ ପ୍ରତିଶତ କମ୍ ହୋଇଛି ବର୍ଷା
ଏ ପର୍ଯ୍ୟନ୍ତ ରାଜ୍ୟରେ ୨୦୯.୩ ପ୍ରତିଶତ ମୌସୁମୀ ଜନିତ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି।
Jul 4,2021, 21:52 PM IST
Monsoon 2021: ରାଜ୍ୟରେ କେଉଁଠି ହୋଇଛି କେତେ ପରିମାଣରେ ବର୍ଷା?
ଆସନ୍ତା ୧୨ ତାରିଖ ଆଡକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣୀବଳୟ ସୃଷ୍ଟି ହେବ।
Jul 3,2021, 17:26 PM IST
special trains
ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର: ୧୩ ଯୋଡ଼ା ବିଶେଷ ଟ୍ରେନର ସେବା ଅବଧିରେ ବୃଦ୍ଧି
ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଯାତାୟାତ କରୁଥିବା ୧୩ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ ଗୁଡିକର ଚଳାଚଳ ଅବଧିକୁ ନିମ୍ନଲିଖିତ ଅନୁଯାୟୀ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।
Jun 29,2021, 18:55 PM IST
Raja Festival
ବାହାରେ ବୁଲୁଛି କୋରୋନା, ଘରେ ରହି ରଜ ପାଳିଲେ ରାଜଧାନୀବାସୀ
ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ । ଓଡି଼ଆ ତଥା ଓଡି଼ଶାର ଗଣପର୍ବ ରଜ ୩ ଦିନ ବେଶ ଆନନ୍ଦ ସହକାରେ ପାଳନ କରିଥାନ୍ତି ସଭିଏଁ । ହେଲେ ଏଥର କୋରୋନା ସବୁ କିଛି ଫିକା କରିଛି।
Jun 14,2021, 20:13 PM IST
UG-PG Exam 2021
Matric-Plus Two ପରେ UG-PG ପାଳି, କେବେ ନିଆଯିବ ପରୀକ୍ଷା ନିଷ୍ପତ୍ତି?
ମାଟ୍ରିକ-ପ୍ଲସ ଟୁ ପରୀକ୍ଷା ବାତିଲ ହେବା ପରେ ୟୁଜି-ପିଜି ପରୀକ୍ଷା ଉପରେ ରହିଛି ନଜର।
Jun 8,2021, 19:00 PM IST
CoronaVirus in Odisha
ପୁରୁଣା କଟକଣା ସହ ଫେରିଲା ସଟଡାଉନ୍
କୋରୋନା ପ୍ରଭାବରେ ଜନଶୂନ୍ୟ ଜନଗହଳିପୂର୍ଣ୍ଣ ରାସ୍ତା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏପ୍ରିଲ ୨୪ ତାରିଖ ଶନିବାର ତଥା ଆଜି ଠାରୁ ଆରମ୍ଭ ହୋଇଛି ସାପ୍ତାହିକ ସଟ୍ ଡାଉନ୍ ।
Apr 24,2021, 19:22 PM IST
International Poem Day
ପାର୍କରେ ଖୋଲିଲା ପାଠାଗାର
ରାଜଧାନୀରେ ଆରମ୍ଭ ହେଲା ପାର୍କ ଲାଇବ୍ରେରୀ (Park Library)। ଅର୍ଥାତ ଏଣିକି ପାର୍କରେ ମିଳିବ ପୁସ୍ତକ ପଢ଼ିବାର ସୁଯୋଗ। ଏନେଇ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ରାଜଧାନୀ ଫରେଷ୍ଟ ପାର୍କରେ ଖୋଲିଛି ସ୍ୱତନ୍ତ୍ର ଲାଇବ୍ରେରୀ। ମାର୍ଚ୍ଚ ୨୧ ଅନ୍ତର୍ଜାତୀୟ କବିତା ଦିବସ (International Poem Day) ଅବସରରେ ଫରେଷ୍ଟ ପାର୍କ (Forest park) ରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍ ବାଲକ୍ରିଷ୍ଣନ୍ ଏହାକୁ ଉଦଘାଟନ କରିଛନ୍ତି।
Mar 21,2021, 21:40 PM IST
OUAT Forestery Student
ଆଣ୍ଠେଇଲେ, କାନ ଧରିଲେ; ଫରେଷ୍ଟ୍ରୀ ପଢିବା ଆମର ଭୁଲ୍ କି?
୨୨ ଦିନରେ ପହଞ୍ଚିଛି ଓୟୁଏଟି ବନବିଭାଗ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ।
Mar 15,2021, 20:02 PM IST
PM Care Fund
କୁନି ହାତରେ ସହାୟତା, ପିଗି ବ୍ୟାଙ୍କ ଭାଙ୍ଗି PM-CARE କୁ ଦାନ
ପିଗି ବ୍ୟାଙ୍କରେ ସଞ୍ଚିତ ଟଙ୍କାକୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କଲା ୯ ବର୍ଷର ବାଳକ ଠାକୁର ରାଜବୀର
Apr 13,2020, 22:36 PM IST
Odisha under lockdown
ଶିକ୍ଷା ବ୍ୟବସ୍ଥାକୁ ପଙ୍ଗୁ କରିଦେଇଛି କୋରୋନା ଭାଇରସ
କେବେ ବାହାରିବ ଫଳାଫଳ ? କେବେ ଆରମ୍ଭ ହେବ ପାଠପଢା ? କେବେ ମିଳିବ ବହି ? ପୁଣି କେବେ କୋଳାହଳମୟ ପରିବେଶରେ ଫାଟି ପଡିବ ବିଦ୍ୟାଳୟ ?
Apr 13,2020, 21:29 PM IST
winter temperature
ଆହୁରି ଦୁଇଦିନ ଥରାଇବ ଶୀତ, ଏହି ଜିଲ୍ଲାରେ ପାରଦ ୩ ଡିଗ୍ରୀ ତଳେ ରହିବ
ଦୁଇଦିନ ଶୀତ ପରେ ପୁଣି ବଢିବ ତାପମାତ୍ରା
Dec 21,2019, 17:51 PM IST
chilling temperature
ଖସୁଛି ପାରଦ, ବଢିବ ଶୀତ...ଥରିବ ଏହିସବୁ ଜିଲ୍ଲା
ରାଜ୍ୟରେ ଧିରେ ଧିରେ ପାରଦ ତଳମୁହାଁ ହେଉଛି
Dec 19,2019, 18:54 PM IST
sargifula 2019
ଆରମ୍ଭ ହୋଇଛି ସର୍ଗିଫୁଲ୍ ୨୦୧୯
ଶିଶୁ ପ୍ରତିଭା ଅନ୍ୱେଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ସର୍ଗିଫୁଲ୍ ମହୋସ୍ତ୍ରବ
Dec 19,2019, 18:37 PM IST
hockey mania
କଳିଙ୍ଗ ଷ୍ଟାଡିୟମକୁ ପୁଣି ଫେରିଛି ହକି କ୍ରେଜ୍, ମୁହାଁମୁହିଁ ହେଲେ ପୋଲିସ ହକି ଟିମ୍
ଭୁବନେଶ୍ୱରରେ ଆରମ୍ଭ ହୋଇଛି ୬୮ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗୀତା
Dec 16,2019, 17:43 PM IST
Apartment
କୋଠା ନିର୍ମାଣ କରୁଛନ୍ତି କି ? ଏଣିକି ଏହି ବ୍ୟବସ୍ଥା ନ ଥିଲେ ମିଳିବନି ଘର ତିଆରି ଅନୁମତି
କୋଠା ନିର୍ମାଣ କରୁଥିବା ସଂସ୍ଥା ସାବଧାନ । ଏଣିକି ମୋଟର ବିହିନ ଗାଡି ବ୍ୟବସ୍ଥା ନ ଥିଲେ ମିଳିବନି ଘର ତିଆରି ଅନୁମତି । ବିଡିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଭୁବନେଶ୍ୱରରେ ଆପାର୍ଟମେଣ୍ଟ ତିଆରି ନିମନ୍ତେ ସ୍ୱତନ୍ତ୍ର ଗାଇଡଲାଇନ ଦିଆଯାଇଛି
Dec 14,2019, 17:13 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.