Twitter Man
Twitter Man: ସୋସିଆଲ ମିଡିଆରେ ସମାଧାନ, ସରକାରଙ୍କ ନିଦ ହଜାଇଛନ୍ତି ଅଶୋକ
Twitter Man Ashok Mohanty: ଚାରୋଟି ଟ୍ୱିଟରେ ସମାଧାନ ହେଉଛି ଗୋଟିଏ ସମସ୍ୟା। ଅଶୋକଙ୍କ ଫୋନ କରୁଛନ୍ତି ନେତା ମନ୍ତ୍ରୀ ପ୍ରଶାସକ। ଟ୍ୱିଟର ମ୍ୟାନ ନାମରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍ କାଶିମପୁର ଗ୍ରାମର ଅକ୍ଷୟ କୁମାର ମହାନ୍ତିଙ୍କ ପୁଅ ଅଶୋକ କୁମାର ମହାନ୍ତି ପ୍ରସିଦ୍ଧ।
Oct 16,2022, 12:12 PM IST
Child Abduction
Child abduction: ସାବଧାନ!! ଆପଣଙ୍କ ଅଞ୍ଚଳରେ ମାତିଛନ୍ତି ଅଣଓଡ଼ିଆ ପିଲାଚୋର
Balasore Child abduction: ବର୍ତ୍ତମାନ ପାର୍ବଣ ଋତୁ ଚାଲୁଥିବାରୁ ଏହାର ସୁଯୋଗ ନେଇ କିଛି ଅଣଓଡ଼ିଆ ପୁରୁଷ ଓ ସ୍ତ୍ରୀ ଲୋକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଅଞ୍ଚଳରେ ପିଲାଚୋରୀର ଆତଙ୍କ ସୃଷ୍ଟି କରିଛନ୍ତି। ଗତ ସପ୍ତାହରେ ବ୍ଲକର ଜଗାଇ ପଞ୍ଚାୟତର ବଡାଶ ଗାଁରେ ଦିନ ଦ୍ୱିପହରରେ ପିଲାଚୋରିକରି ଦୁର୍ବୃତ୍ତ ଧରା ପଡିଥିଲା ବେଳେ ବୁଧବାର ନୂଆଗାଁ ପଞ୍ଚାୟତର ନୂଆଗାଁ ମାର୍କେଟରୁ ସନ୍ଧ୍ୟା ସମୟରେ ଜଣେ ଦୁର୍ବୃତ୍ତ ଛୋଟ ପିଲାଙ୍କୁ ଚକଲେଟ ଦେଉଥିବାର ଦେଖି ଲୋକମାନେ ତାଙ୍କୁ କାବୁକରିଥିଲେ।
Oct 7,2022, 10:18 AM IST
goshanibindha villegers taramani
Balasore Helpless Women: ପଲିଥିନ ତଳେ ବିତୁଛି ବୃଦ୍ଧା ତାରାମଣୀଙ୍କ ଜୀବନ, ଆବାସ ତାଙ୍କ ପାଇଁ ବ
Helpless Taramani: ବାଲେଶ୍ଵର ଜିଲ୍ଳା ବାଲିଆପାଳ ବ୍ଲକ ଅଧିନସ୍ଥ ପ୍ରତାପପୁର ପଞ୍ଚାୟତର ଗୋସାଣୀବିନ୍ଧା ଗ୍ରାମରେ ରୁହନ୍ତି ଜଣେ ଅସହାୟ ବ୍ରୁଦ୍ଧା ତାରାମଣୀ। ତାଙ୍କ ପାଇଁ ପକ୍କା ଘର ପାଲଟିଛି ସାତ ସପନ । ବାରମ୍ବାର ପକ୍କା ଘରଟିଏ ପାଇଁ ଆବେଦନ କରୁଛନ୍ତି ମାତ୍ର, ତାଲିକା ରେ ନାମ ରହୁନାହିଁ ।
Sep 19,2022, 23:16 PM IST
father and mother in danger
Dangerous Son: ଭେଣ୍ଡିଆ ପୁଅଙ୍କ ଉନ୍ମତ୍ତକାଣ୍ଡ, ସମାଜ ପାଇଁ କୁଳାଙ୍ଗାର
Son Set Fire At Home: ଜଣେ ଅସାମାଜିକ ପୁଅର ଉନ୍ମତ୍ତ କାଣ୍ଡରେ ବାପା ଓ ମା ଅତିଷ୍ଠ ହୋଇ ପଡ଼ିଛନ୍ତି । ନିଜ ବାପା ମାଙ୍କୁ ବାରମ୍ବାର ପିଟାପିଟି କରିବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରେ ପୁଅ ଜଣକ ।
Sep 19,2022, 22:17 PM IST
black tone
Domestic Violence: ଝିଅ କଳା ହେଲା ବୋଲି ସ୍ତ୍ରୀକୁ ସ୍ୱାମୀ ଘରୁ ତଡିଦେଇଥିବା ଅଭିଯୋଗ
Domestic Violence: ଗତ ଗଣେଶ ପୂଜା ଦିନ ଜ୍ଯୋତ୍ସ୍ନାଙ୍କ ୭ ବର୍ଷର ଝିଅ ଦିପାଳିଙ୍କ ଦେହ ଅସୁସ୍ଥ ହେବାରୁ ଜଣେ ଗ୍ରାମବାସୀଙ୍କ ସହାୟତାରେ ଝିଅକୁ ନେଇ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଦେହ ସୁସ୍ଥ ହେବାପରେ ଜ୍ଯୋତ୍ସ୍ନା ଗୁରୁବାର ସକାଳେ ଘରକୁ ଫେରିଥିଲେ। କିନ୍ତୁ ଜ୍ଯୋତ୍ସ୍ନାଙ୍କ ସ୍ବାମୀ ତାଙ୍କୁ ଘରକୁ ଯିବାକୁ ନ ଦେଇ ଗେଟରେ ତାଲା ପକାଇ ଦେଇଥିଲେ।
Sep 16,2022, 10:45 AM IST
Basta MLA Nityananda Sahoo
Odisha Politics: ବିଧାୟକଙ୍କୁ ସୁପାରୀ କିଲର ଙ୍କ ହତ୍ୟା ଧମକ, କାହା ସ୍ଵାର୍ଥରେ ହେଲେ ବାଧକ
BJD MLA Nityananda Sahoo: ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ଵର ଜିଲ୍ଲାର ବସ୍ତା ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ହେଉଛନ୍ତି ବିଧାୟକ ନିତ୍ୟାନନ୍ଦ ସାହୁ। ରାଜନୀତିରେ ସେ ସରପଞ୍ଚ, ସମିତି ସଦସ୍ୟ, ବ୍ଲକ ଅଧ୍ୟକ୍ଷ ଏବଂ ପରେ ଲଗାତାର ବସ୍ତା ଆସନରୁ ୨ ଥର ବିଧାୟକ ଭାବରେ ବିଜୟୀ ହୋଇ ବିଜୁ ଜନତା ଦଳର ଜଣେ ସୁଦକ୍ଷ ଯୋଦ୍ଧା ଭାବରେ ପରିଚିତ ହୋଇଛନ୍ତି।
Sep 13,2022, 22:59 PM IST
Blasphemy
Blasphemy: ମହଙ୍ଗା ପଡିଲା ଭଗବାନଙ୍କୁ ଅପମାନ, ଅଭିଯୁକ୍ତଙ୍କୁ ଘରୁ ଉଠାଇ ନେଲା ପୋଲିସ
Derogatory comments on hindu gods: ଅଗଷ୍ଟରେ ରବୀନ୍ଦ୍ର ମହାନ୍ତି ସୋସିଆଲ ମିଡ଼ିଆ ଫେସବୁକ ପେଜରେ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଲା ପରି ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିଥିଲେ। ଏହାକୁ ତୀବ୍ର ବିରୋଧ କରି ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭଦ୍ରକ ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା।
Sep 8,2022, 8:58 AM IST
Jaleswar
Man bites snake :ସାପ କାମୁଡ଼ିଲାପରେ ଯୁବକ ସାପକୁ କାମୁଡି ମାରିଲା, ବେକରେ ଗୁଡ଼ାଇ ଚାଲିଲା..
ଦିଲ୍ଲୀପ ଦାସ, ଜଳେଶ୍ଵର... ମଣିଷ ହେଉଛି ପ୍ରୁଥୀବୀ ର ସବୁଠୁ ବୁଦ୍ଧିମାନ। ଆଉ ବେଳେ ବେଳେ ହିତାହିତ ଜ୍ଞାନ ଭୁଲି ଏଇ ମଣିଷ କରିବସେ ନିଜର ସର୍ବନାଶ। ମଣିଷ ଭିତର ବେଳେ ବେଳେ ଶୋଇ ଯାଇଥିବା ଆଦିମ ପ୍ରକ୍ରୁତି, ଯାହାକି ତାକୁ ପଶୁ ଠାରୁ ବି ହୀନ କରିଦିଏ, ଯେଉଁଥିପାଇଁ ସେ ନିଜର ମଣିଷ ପଣିଆ ଭୁଲି ଜନ୍ତୁ ମାନଙ୍କ ପରି ଆଚରଣ କରିଥାଏ।ଏମିତି ବହୁ ଘଟଣା ଘଟୁଛି ତେବେ ଏକ ଅମାନବୀୟ ଅଘଟଣ ଏବେ ସମଗ୍ର ବାଲେଶ୍ଵର ଜିଲ୍ଳାକୁ ଯେତିକି ଆଶ୍ଚର୍ଯ କରିଛି ସେତିକି ମଧ୍ୟ ଦୁଃଖ ଦେଇଛି। ମଣିଷ କେମିତି ହିତାହିତ ଜ୍ଞାନ ଭୁଲି ପଶୁବତ ଆଚରଣ କରେ ଏ ହେଉଛି ସଦ୍ୟ ଉଦାହରଣ।ଯୁବକ ଜଣଙ୍କୁ ବିଷାକ୍ତ ସାପ କାମୁଡିଲା, ଆଉ ଠିକ ସେଇଆ କଲା ଯାହା ଜଣେ ମଣିଷ ପକ୍ଷ ରେ କରିବା ସମ୍ଭବ ନୁହେଁ। ତେବେ ସେ କଣ କଲା????---
Sep 6,2022, 21:50 PM IST
Gandhi family
Gandhi Family: ଅବହେଳିତ ଗାନ୍ଧୀ ପରିବାର, କାହିଁକି ପୁରସ୍କାର ପାଉଛନ୍ତି ନବୀନ ସରକାର?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କୁହନ୍ତି, 'ସାଢେ ଚାରି କୋଟି ଓଡିଆ ମୋର ପରିବାର।' ବୋଧେ ଏହି ବାକ୍ୟ କେବଳ ଭାଷଣ ପାଇଁ ଉଦ୍ଦିଷ୍ଟ। କାରଣ ଆଜି ମୁଖ୍ୟମନ୍ତ୍ରୀଙ୍କ ପରିବାରର ଦୁଇ ଜଣ ସଦସ୍ୟ ଅବହେଳିତ। ରାଜ୍ୟର ମଉଡମଣୀ ବୋଲାଉଥିବା ନବୀନ ପଟ୍ଟନାୟକ ଓ ତାଙ୍କ ବିଭାଗୀୟ ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଆଜି ରାଇବଣିଆ ଗ୍ରାମର ଗାନ୍ଧୀ ପରିବାରର ଅଲୋଡା ପାଲଟି ଯାଇଛନ୍ତି।
Sep 6,2022, 12:39 PM IST
aswini kumar patra bhograi visit
Jaleswar News: ସବୁ ଥାଇ କଚ୍ଛପ କାହିଁକି ଭୋଗରାଇ?
Minister Bhograi Visit: ବାଲେଶ୍ଵର (Balasore) ଜିଲ୍ଳା ଓ ପଶ୍ଚିମବଙ୍ଗ ସୀମାନ୍ତ (West Bengal Border)ରେ ଥିବା ଭୋଗରାଇ ବ୍ଲକ (Bhograi Block) ଧାନ, ପାନ, ମୀନ ଏବଂ ଜ୍ଞାନ ସହିତ ଶିକ୍ଷା ସାହିତ୍ୟ ସଂସ୍କ୍ରୁତି ଓ ପ୍ରାକୃତିକ ବିଭବରେ ଭରପୁର।
Aug 30,2022, 23:30 PM IST
balasore school news
Odisha Education System: ଦୁଇ ଶିକ୍ଷୟତ୍ରୀଙ୍କ ଭିତରେ ମାରପିଟ! ଆଉ ଅବସ୍ଥାରେ ନାହିଁ ଓଡିଶାର ଶି
Teachers Quarrel: ବିଦ୍ୟାଳୟରେ ବିଳମ୍ବରେ ପହଞ୍ଚିବା ଘଟଣାକୁ ନେଇ ଦୁଇ ଶିକ୍ଷୟତ୍ରୀ ହାତାହାତି (Clash Between Two Teachers)। ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ଭିତରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି।
Aug 26,2022, 22:55 PM IST
balasore catfish news
ପୋଖରୀରେ ଦେଖିବାକୁ ମିଳିଲା ବିରଳ ପ୍ରଜାତି ମାଛ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
Balasore CatFish: ବାଲେଶ୍ଵର(Balasore) ଜିଲ୍ଳା ବସ୍ତା ବ୍ଲକ ଅଞ୍ଚଳରେ ଗୋଟିଏ ପୋଖରୀରୁ ମିଳିଛି ଏକ ବିରଳ ପ୍ରଜାତିର ମାଛ। ମାଛର ନାମ କ୍ୟାଟ ଫିସ(CatFish) ହୋଇଥିବା ବେଳେ ଏହି ପ୍ରଜାତିର ମାଛ ଆମେରିକାର ଆମାଜନ(Amazon) ସାଗରରେ ଦେଖିବାକୁ ମିଳିଥାଏ। ଏହି ମାଛ ଓଡିଶାରେ ଦେଖିବାକୁ ମିଳିବା ନିଶ୍ଚିତ ଭାବେ ସମସ୍ତଙ୍କୁ ଚକତ କରିଛି।
Aug 13,2022, 21:03 PM IST
soil mafia
ନଦୀ ବନ୍ଧରୁ ମାଟି ଚୋରି କରିଥିବା ମାଫିଆଙ୍କ ଗାଡ଼ି ଜବତ କଲେ ଗ୍ରାମବାସୀ
ମାଟି ଚୋରି ହେବାରୁ ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥିତ ଏହି ପଞ୍ଚାୟତରେ ରହିଥିବା ନଦୀ ବନ୍ଧ ଅସୁରକ୍ଷିତ ହୋଇପଡିଛି।
Jun 9,2022, 20:52 PM IST
illegal cow smuggling
ଜାରି ରହିଛି ବେଆଇନ ଗୋ ଚାଲାଣ; ନିରାପଦ ରାସ୍ତା ପାଲଟିଛି ଜାତୀୟ ରାଜପଥ
ବର୍ଷ ବର୍ଷ ଧରି ସମସ୍ତଙ୍କ ଆଖି ସାମ୍ନାରେ ଏହି ଅବାଧ ଗୋ ଚାଲାଣ ଚାଲିଥିଲେ ମଧ୍ୟ ଏହା ବିରୋଧରେ କୈାଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Jun 9,2022, 20:21 PM IST
Jaleswar MLA Ashwini Patra
ମନ୍ତ୍ରୀ ପଦ ମିଳିବା ପରେ ବିଧାୟକଙ୍କୁ ଦିଆଗଲା ସମ୍ବର୍ଦ୍ଧନା
ଜିଲ୍ଲାର ଜଣେ ସଫଳ ତଥା ବରିଷ୍ଠ ରାଜନେତା ତଥା ଦକ୍ଷ ବିଧାୟକ ଭାବେ ତାଙ୍କର ଭାବମୂର୍ତ୍ତି ନିର୍ମଳ ରହିଛି।
Jun 7,2022, 22:35 PM IST
Baliapal Block
ବନ୍ଦ ହୋଇଥିବା ବିଦ୍ୟାଳୟରେ ଆଡ଼ମିଶନ ଏବଂ ଶିକ୍ଷକ ନିଯୁକ୍ତି କରିବାକୁ ଦାବି
ବିଦ୍ୟାଳୟରେ ପିଲା ସଂଖ୍ୟା କମ ଦର୍ଶାଇ କ'ଣ ପାଇଁ ଗୋଟିଏ ବିଦ୍ୟାଳୟକୁ ଅନ୍ୟ ଏକ ବିଦ୍ୟାଳୟ ସହ ମିଶାଇ ଦିଆଯାଉଛି ବୋଲି ଅବିଭାବକ, ସର୍ବ ଭାରତୀୟ ଗଣତାନ୍ତ୍ରିକ ଛାତ୍ର ସଙ୍ଗଠର ସଦସ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ।
Jun 7,2022, 22:09 PM IST
Jaleswar Tahsildar
ଅମାନୁଷିକ ଗୋରୁ ଚାଲାଣ ମହାନତା ଦେଖାଇଲେ ଜଳେଶ୍ଵର ତହସିଲଦାର
ତ୍ୟେକ ଦିନ ଶହଶହ ଗୋରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଏହା ଉପରେ ରୋକ ଲଗାଇବାକୁ ସାଧାରଣରେ ଦାବି ହେଉଛି।
Jun 7,2022, 21:52 PM IST
ମେଧା ପାଟେକରଙ୍କ ଓଡିଶା ଟୁର ,ଏବେ ସୁବର୍ଣ୍ଣରେଖା ବନ୍ଦର ବିରୋଧୀ ଅଭିଯାନ, ପୁଣି ଯୁଦ୍ଧଂ ଦେହି ଡାକ
(ଦିଲ୍ଲୀପ ଦାସ, ଜଳେଶ୍ଵର):-ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବେତ ଗଡିଆ ଠାରେ ସୁବର୍ଣ୍ଣରେଖା ବନ୍ଦର SPPL(ଟାଟା କମ୍ପାନୀ)କୁ ବିରୋଧ କରି ଉପକୂଳ ଭିଟାମାଟି ସୁରକ୍ଷା ସମିତିର ବିଶାଳ ଜନ ସମାବେଶ। ନର୍ମଦା ଆନ୍ଦୋଳନର ନେତ୍ରୀ ମେଧା ପାଟେକର ଙ୍କ ସହିତ ପରିବେଶ ବିତ ପ୍ରଫୁଲ ସାମନ୍ତରାୟ,ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ବହୁ ବିଶିଷ୍ଟ ନେତା ଯୋଗ ଦେଲେ।
Jun 7,2022, 17:54 PM IST
ଶିବାଜୀ ପଟ୍ଟନାୟକ ପ୍ରଖ୍ୟାତ ସାମ୍ୟବାଦୀ ନେତା ତଥା ଭୁବନେଶ୍ୱରର ପୂର୍ବତନ ସାଂସଦଙ୍କୁ ସର୍ବଦଳୀୟ ଶ୍
(ଜଳେଶ୍ଵର, ଦିଲ୍ଲୀପ ଦାସ।):-ଶିବାଜୀ ପଟ୍ଟନାୟକ ମହାନ ବାମପନ୍ଥୀ ନେତା, ପୂର୍ବତନ ସାଂସଦ, ଚାଷୀ, ମୂଲିଆ,ମେହନତି ମଣିଷ ସହିତ ସମସ୍ତଙ୍କ ସାଥୀ ଥିଲେ। ତାଙ୍କର ଶ୍ରଦ୍ଧଞ୍ଜଳି ସଭା ନୂଆବଜାର ସ୍ଥିତ ଭଞ୍ଜଭବନ ଠାରେ ଅପରାହ୍ନରେ ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ସେ ଥିଲେ କୃଷକ, ଶ୍ରମିକ, ଭାଗଚାଷୀ, ଦଳିତ, ଆଦିବାସୀ ଓ ନିଷ୍ପେସିତ ମଣିଷଙ୍କର ସେନାପତି।
Jun 7,2022, 15:36 PM IST
JCB Parking Controversy
ରାସ୍ତାରେ ଜେସିବି ରଖିବାକୁ କେନ୍ଦ୍ରକରି ବିବାଦ; ନାଏବ ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ
ନିଶ୍ଚିନ୍ତପୁର ଗ୍ରାମରେ ଜେସିବି ରଖିବାକୁ କେନ୍ଦ୍ର କରି ସୋମବାର ବରୁଣଗଡ଼ିଆ ନାଏବ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ନେଇ ଥାନାରେ ଅଭିଯୋଗ କରାଯିବା ପୁଲିସ ଏକ ମାମଲା ରୁଜୁ କରିଛି।
Jun 6,2022, 23:16 PM IST
Baleswar
ବାଲେଶ୍ୱର ବସ୍ତା ବ୍ଲକରରେ ବସିଲା ପ୍ରଜା କୋର୍ଟ, ମହିଳା ଆଦିବାସୀ ୱାର୍ଡ ମେମ୍ବରଙ୍କୁ ମିଳିଲା ସଜା
ଦିଲ୍ଲୀପ ଦାସ, ଜଳେଶ୍ଵର: କଙ୍ଗାରୁ କୋର୍ଟରେ ୱାର୍ଡ ମେମ୍ବର ଓ ସହଯୋଗୀଙ୍କୁ ବାସନ୍ଦ, ସମର୍ଥନ କଲେ ପାଞ୍ଚହଜାର ଜୋରିମାନା ।ନିର୍ବାଚନ ଜିତିବା ପରେ ରାଜନୈତିକ ଆକ୍ରୋଶରେ ଜଣେ ଆଦିବାସୀ ୱାର୍ଡ ମେମ୍ବର ଗୀର୍ଥ ସୋରେନଙ୍କୁ ଗାଁରୁ ବାସନ୍ଦ କରିଛନ୍ତି ଗ୍ରାମ ମୁଖ୍ୟ । ତାଙ୍କ ସମର୍ଥିତ ପାଞ୍ଚ ପରିବାରକୁ ମଧ୍ୟ ବାସନ୍ଦରେ ସାମିଲ କରାଯାଇଛି। ବସ୍ତା ବ୍ଲକ ବରୁଣ ଗଡିଆ ପଞ୍ଚାୟତର କୋଡ଼ିଏ ନମ୍ବର ୱାର୍ଡର ଗୁହୀରା ଗଡିଆ ଗାଁର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
Jun 3,2022, 22:01 PM IST
ମିଶନ ଛେଳି "ମିଶନ ଶକ୍ତି" କୁ ଦେଲା ବଳ ଦେଖାଇଲା ବଞ୍ଚିବାର ନୂତନ ରାହା
(ଦିଲ୍ଲୀପ ଦାସ, ଜଳେଶ୍ଵର) ଓଡ଼ିଶାର ଲକ୍ଷ ଲକ୍ଷ ମହିଳା ଆଜି ଆର୍ଥିକ ଓ ସାମାଜିକ ସ୍ତରରେ ସଶକ୍ତ ହୋଇଛନ୍ତି । ଗ୍ରାମାଞ୍ଚଳରେ ମହିଳା ମାନେ ଆଉ ପରିବାରର ବୋଝ ହୋଇନାହାନ୍ତି । ନିଜେ ରୋଜଗାର କରି ନିଜ ପରିବାରର ଆର୍ଥିକ ମେରୁଦଣ୍ଡକୁ ଦୃଢ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାମାଜିକ ଆନ୍ଦୋଳନରେ କର୍ଣ୍ଣଧାର ହୋଇପାରିଛନ୍ତି । ଏହା କେବଳ ସମ୍ଭବ ହୋଇଛି ଓଡିଶା ସରକାରଙ୍କ "ମିଶନ ଶକ୍ତି" ଯୋଜନା ଯୋଗୁଁ ।
Jun 1,2022, 20:32 PM IST
aadhaar oprater
ବାଲେଶ୍ଵରରେ ସକ୍ରିୟ ଆଧାର ମାଫିଆ; କାର୍ଡ ପିଛା ଗଣିବାକୁ ପଡୁଛି ୨୫୦ ଟଙ୍କା, ସ୍ୱର ଉଠାଇଲେ ରାଜକିଶ
ସରକାରଙ୍କ ତରଫରୁ ଉତ୍ତର ବାଲେଶ୍ଵରରେ ଥିବା ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ଵର ବ୍ଲକରେ ବ୍ୟବସ୍ଥା କରାଯାଇଥିବା ବିଭିନ୍ନ ଆଧାର ସୁବିଧା କେନ୍ଦ୍ର ସଠିକ ଭାବରେ ଖୋଲା ଯାଉ ନାହିଁ। ଅଧିକାଂଶ ପୋଷ୍ଟ ଅଫିସ ଏବଂ ବ୍ୟାଙ୍କରେ ନୂତନ ଆଧାର ଏବଂ ସଂଶୋଧନ କାର୍ଯ୍ୟ ପାଇଁ ସରକାର ବ୍ୟବସ୍ଥା କରାଇଥିଲେ ମଧ୍ୟ ଏହି ସଂସ୍ଥା ଗୁଡିକର ଦାୟିତ୍ୱରେ ଥିବା ଆଧାର ଅପରେଟର ଗୁଡିକ ଆଧାର ସମ୍ପର୍କିତ କାର୍ଯ୍ୟ କରିବା ପାଇଁ ସିଧା ସଳଖ ଅଫିସ ଗଲେ ମନା କରୁଛନ୍ତି।
May 24,2022, 19:47 PM IST
ବସ୍ତାରେ ବାଲି ଶସ୍ତା, ପଠାରେ 144 ପ୍ରଶାସନ ଜାଲ ବାନ୍ଧିଛି
(ରିପୋର୍ଟ-ଦିଲ୍ଲୀପ ଦାସ ) ବାଲେଶ୍ଵର ଜିଲ୍ଳା ବସ୍ତା ବ୍ଲକ ରେ ଥିବା ଛଅଟି ଲିଜ ଦିଆ ଯାଇଥିବା ବାଲି ସୈରାତ ରେ ବେଆଇନ ବାଲି ଉତ୍ତୋଳନ କୁ ରୋକିବା ପାଇଁ ବାଲେଶ୍ଵର ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଜି ବସ୍ତା ତହସିଲଦାର ୧୪୪ ଧାରା ଜାରି କଲେ। ମାଇକ ଲଗାଇ ପ୍ରଚାର କରିବା ସହିତ ନାଲି ପତାକା ପୋତିଲେ। ଆଇନ ଉଲଂଘନ କାରୀଙ୍କୁ କୋଠର ଦଣ୍ଡ ଦିଆଯିବାର ସୂଚନା ଦେଲେ।
May 24,2022, 17:07 PM IST
ବାହାଘର ବେଦୀରେ କନ୍ୟାର ହାଇ ଡ୍ରାମା, ଶିଶୁପାଳ ହେବା ଆଶଙ୍କା ରେ ବର ବେହୋସ।
(ଦିଲ୍ଲୀପ ଦାସ, ଜଳେଶ୍ଵର);- ବେଦୀ ସଜା ହୋଇଛି। ବାଜା ରସୋଣି ବରଯାତ୍ରୀ ନେଇ ବର ଆସିଛି। ବାହା ବେଦୀରେ ବରକନ୍ୟାଙ୍କ ବାହାଘର ଶେଷ ଅବସ୍ଥା। କେବଳ ସିନ୍ଦୂର ପିନ୍ଧା କାର୍ଯ୍ୟ ବାକି ଅଛି, ଏତିକି ବେଳକୁ କନ୍ୟା କଲା ହାଇ ଡ୍ରାମା। ହାତରୁ ଶଙ୍ଖା ବାହାର କରି ଫିଙ୍ଗି ଦେଇ କନ୍ୟା ବେଦୀରୁ ଉଠି ଗଲେ, କହିଲେ ମୋର ସ୍ଵାମୀ ଅଛି ମୁଁ ବାହା ହୋଇ ପାରିବିନି। କନ୍ୟା ଯାତ୍ରୀ ,ବର ଯାତ୍ରୀ ,ବନ୍ଧୁ ବାନ୍ଧବ, ସାଇ ପଡିଶା ସାଙ୍ଗ ସାଥି ସମସ୍ତେ ଆବାକ। ଏସବୁ ଦ୍ରୁଶ୍ଯ ଦେଖୁ ଦେଖୁ ବର ବେହୋସ ହୋଇ ଗଲେ। ଆଉ କନ୍ୟା ଊପରେ ଆରମ୍ଭ ହେଲା ନିର୍ଡ୍ଧିମ ମାଡ଼। କିନ୍ତୁ କନ୍ୟା ର ଏକା ଜିଦ ସେ ଆଉ ବାହା ହେବନି।
May 18,2022, 17:04 PM IST
ଦିଲ୍ଲୀପ ଦାସ, ଜଳେଶ୍ଵର ବେଦୀ ସଜା ହୋଇଛି। ବାଜା ରସୋଣି ବରଯାତ୍ରୀ ନେଇ ବର ଆସିଛି। ବାହା ବେଦୀରେ ବରକନ୍ୟାଙ୍କ ବାହାଘର ଶେଷ ଅବସ୍ଥା। କେବଳ ସିନ୍ଦୂର ପିନ୍ଧା କାର୍ଯ୍ୟ ବାକି ଅଛି, ଏତିକି ବେଳକୁ କନ୍ୟା କଲା ହାଇ ଡ୍ରାମା। ହାତରୁ ଶଙ୍ଖା ବାହାର କରି ଫିଙ୍ଗି ଦେଇ କନ୍ୟା ବେଦୀରୁ ଉଠି ଗଲେ, କହିଲେ ମୋର ସ୍ଵାମୀ ଅଛି ମୁଁ ବାହା ହୋଇ ପାରିବିନି। କନ୍ୟା ଯାତ୍ରୀ ,ବର ଯାତ୍ରୀ ,ବନ୍ଧୁ ବାନ୍ଧବ, ସାଇ ପଡିଶା ସାଙ୍ଗ ସାଥି ସମସ୍ତେ ଆବାକ। ଏସବୁ ଦ୍ରୁଶ୍ଯ ଦେଖୁ ଦେଖୁ ବର ବେହୋସ ହୋଇ ଗଲେ। ଆଉ କନ୍ୟା ଊପରେ ଆରମ୍ଭ ହେଲା ନିର୍ଡ୍ଧିମ ମାଡ଼। କିନ୍ତୁ କନ୍ୟା ର ଏକା ଜିଦ ସେ ଆଉ ବାହା ହେବନି।
ବାଲେଶ୍ୱର NH 60ରେ ବସକୁ ଅଟକାଇ ୧୫ ଲକ୍ଷ ଟଙ୍କା ସହିତ ସୁନା ଗହଣା ଲୁଟ
ଏବେ ଜାତୀୟ ରାଜପଥରେ ବସକୁ ଟାର୍ଗେଟ କଲେଣି ଲୁଟେରା l ଆଉ ଜାତୀୟ ରାଜପଥ ସୁରକ୍ଷିତ ନୁହେଁ l ଯଦି ଚଳନ୍ତା ବସକୁ ଟାର୍ଗେଟ କରି ଲୁଟେରା ୧୫ଲକ୍ଷ ଟଙ୍କା ସହିତ ସୁନା ଗହଣା ଲୁଟି ନିଅନ୍ତି, ତେବେ ଆପଣ କେଉଁ ଭରସାରେ ବସରେ ଯାତ୍ରା କରିବେ ?ଘଟଣା ୬୦ ନଂ ଜାତୀୟ ରାଜପଥ ! ଯାହାକି ବାଲେଶ୍ୱର ଜିଲ୍ଲାର ଅଟେ lଆଜି ସନ୍ଦ୍ୟା ରେ ହାଇଦ୍ରାବାଦ ଯାଉଥିବା ଏକ ଯାତ୍ରୀବାହୀ ବସ୍ କୁ ଟାର୍ଗେଟ କରି ଲୁଟେରା ୧୫ଲକ୍ଷ ଟଙ୍କା ସହିତ ସୁନା ଗହଣା ଲୁଟିନେବା,ସମଗ୍ର ଅଂଚଳରେ ଏକ କୋକୁଆ ଭୟ ଖେଳି ଯାଇଥିବା ଦେଖିବାକୁ ମିଳିଛି।
May 15,2022, 2:03 AM IST
ଅନ ଲାଇନ ଟ୍ରେଡିଂରେ ଚାଲିଗଲା ଜୀବନ, ଲେଖିଲେ ଜୀବନର ଶେଷ ଯାତ୍ରାର କାହାଣୀ
ଅନ ଲାଇନ ଟ୍ରେଡିଂରେ ଚାଲିଗଲା ଜୀବନ I ଯୁବକ ଅନ୍ ଲାଇନ୍ ରେ ଅର୍ଥ କାରବାର କରି କିପରି ଫସିଗଲେ ,କେମିତି ଆଉ ବଂଚିବାର କିଛି ଆଉ ଚାରା ମିଳିଲେନାହିଁ,ଏହା ସମ୍ପର୍କରେ ଏକ ଚିଠି ମାଧ୍ୟ୍ୟମରେ ଜୀବନର ଶେଷ ଯାତ୍ରାର କାହାଣୀ ଲେଖି ସବୁଦିନ ପାଇଁ ଦୁନିଆଁ ଛାଡି ଚାଲିଗଲେ l ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଂଚଳର ଅଟେ lଖବର ପ୍ରସାରିତ ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି l
May 12,2022, 16:03 PM IST
Balsore Bride Death Case
ନବବଧୂ ମୃତ୍ୟୁ ଘଟଣା; ସନ୍ଦେହରେ ଶାଶୁ ଶ୍ୱଶୁର ଗିରଫ
ସ୍ୱାମୀ ଘରେ ନ ଥିବା ବେଳେ ସ୍ତ୍ରୀ ର ମୃତ୍ୟୁ ପଛରେ ପ୍ରକୃତ କାରଣ କ'ଣ ରହିଛି ତାହାର ତଦନ୍ତ କରୁଛି ପୋଲିସ।
May 9,2022, 21:54 PM IST
Eveteaser Beaten
ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି; ଛେଚା ଖାଇଲେ ପଚାଶ ବର୍ଷର ରସିକିଆ ବ୍ୟକ୍ତିତ୍ୱ
ପରକୀୟା ପ୍ରୀତିର କରୁଣ ପରିଣତି। ଜଣେ ପଚାଶ ବର୍ଷର ରସିକିଆ ସ୍ୱଭାବର ବ୍ୟକ୍ତିତ୍ୱ ଅନ୍ୟ ଜଣଙ୍କ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ବେଳେ ଘର ଲୋକଙ୍କ ହାତରେ ଧରାପଡ଼ି ନିର୍ଧୂମ ଛେଚା ଖାଇଛନ୍ତି।
May 9,2022, 20:06 PM IST
Haldipada Railway Station
୧୦ ଦଫା ଦାବିରେ ହଳଦୀପଦା ଷ୍ଟେସନ ଠାରେ ରେଳରୋକ ଓ ଧାରଣା
ଷ୍ଟେସନ ର ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ଉପଭୋକ୍ତା ମଞ୍ଚ ଏବଂ ପ୍ରଗତିପଥ ମଞ୍ଚ ପକ୍ଷରୁ ହଳଦୀପଦା ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି।
May 9,2022, 19:47 PM IST
ବୁଦ୍ଧିଆ ବଣୁଆ ହାତୀ ଦିନ ଗଣି ଆସୁଛି ହାଟ, ହାଟ ମେଲିଲେ କରୁଛି ନାଟ।
ଆଶର୍ଯ୍ୟ! ବୁଦ୍ଧିଆ ବଣୁଆ ହାତୀ l କାରନାମା ଶୁଣିଲେ ଆପଣବି ଚକିତ ହୋଇଯିବେ l ହାତୀ ବି ଦିନ ଗଣି ପାରେ ଏବଂ ଦିନଗଣି ପ୍ରତ୍ୟକ ସପ୍ତାହରେ ବଣରୁ ବାହାରି ପାଖ ପଂଚାୟତରେ ଲାଗୁଥିବା ହାଟରେ ପଶି ଜବରଦସ୍ତ ମନଲାଗି ଜିନିଷ ନିଜ ଇଛାରେ ଖାଇଯାଏ l ବାଲେଶ୍ଵର ଜିଲ୍ଳା ବସ୍ତା ବ୍ଲକ ପଣସା ପଡ଼ା ହାଟ, ସପ୍ତାହରେ ଦୁଇ ଦିନ ବସେ। ଗୋଟିଏ ବଣୁଆ ଦନ୍ତା ହାତୀ ପାଇଁ ଏହା ପାଲଟିଛି ଯାଇଛି ନିଜ ଚରା ଭୂଇଁ l ଏଥିଯୋଗୁଁ ହାଟ ଉପରେ ନିର୍ଭର କରୁଥିବା ବ୍ୟବସାୟୀ ଓ ଗ୍ରାହକ ନଥିବା ହଇରାଣ ହେଉଛନ୍ତି।
May 8,2022, 14:33 PM IST
Wild Elephant
ହାଟରେ ନାଟ କରୁଛି ବଣୁଆ ହାତୀ
ପଣସାପଡ଼ା ହାଟ ସପ୍ତାହରେ ଦୁଇ ଦିନ ବସେ। ଗୋଟିଏ ବଣୁଆ ଦନ୍ତା ହାତୀ (Elephant) ପାଇଁ ଏବେ ହାଟ ଉପରେ ନିର୍ଭର କରୁଥିବା ବ୍ୟବସାୟୀ ଓ ଗ୍ରାହକ ହଇରାଣ ହେଉଛନ୍ତି। ଗୋଠ ଛଡା ହାତୀଟି ଠିକ ହାଟବାରରେ ଦୋକାନ ମେଲା ହେବା ପରେ ହାଟ ଭିତରେ ପଶୁଛି ଆଉ ମନ ଇଛା ଖାଉଛି, ଭାଙ୍ଗୁଛି।
May 8,2022, 12:16 PM IST
Rape case
ଶାଶୁର ଭୟାନକ ଷଡ଼ଯନ୍ତ୍ର! ବୋହୂକୁ ୭୯ ଦିନ ଦୁଷ୍କର୍ମ କରି ଚମ୍ପଟ ମାରିଲା ଲମ୍ପଟ ଗୁଣିଆ
ଶାଶୁର ଚକ୍ରାନ୍ତକୁ ବୁଝି ପାରିଲାନି ସରଳ ବୋହୂ । ପାରିବାରିକ ସମସ୍ୟା ସମାଧାନ ପାଇଁ ଶାଶୁ ପ୍ରରୋଚନା ରେ ତାନ୍ତ୍ରିକର ସହାୟତା ନେବା ବୋହୂକୁ ପଡିଲା ମହଙ୍ଗା। ମାସ ମାସ ଧରି ବନ୍ଦ କୋଠରୀ ଭିତରେ ତାନ୍ତ୍ରିକ ଦ୍ଵାରା ଦୁଷ୍କର୍ମର ଶିକାର ହେଲା ବୋହୂ।
May 6,2022, 22:47 PM IST
Baba Chandaneswar
ବାବା ଚନ୍ଦନେଶ୍ଵର ପୀଠର ବିକାଶ କାର୍ଯ୍ୟରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ
ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ଵର ପୀଠର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଇ ଆସୁଥିବା ବେଳେ ନିର୍ମାଣ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି।
Apr 30,2022, 17:39 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.