Jharsuguda Gondia Passenger
Jharsuguda: ପାସେଞ୍ଜର ଟ୍ରେନ ଇଞ୍ଜିନରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
Brajrajnagar Railway Station: ମଙ୍ଗଳବାର ବ୍ରଜରାଜନଗର ରେଳ ଷ୍ଟେସନ ଠାରେ ଅଗ୍ନିକାଣ୍ଡ ହୋଇଥିବାର ଖବର ମିଳିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
Oct 18,2022, 21:53 PM IST
Jharsuguda
ଭୁଲ ଇଞ୍ଜେକସନ ଯୋଗୁଁ ଚାଲିଗଲା ୬ ବର୍ଷୀୟ ଝିଅର ଜୀବନ
ବୁଧବାର ରାତିରେ ମୃତ ୬ ବର୍ଷୀୟା ଝିଅର ଶବ ଥାନା ଆଗରେ ରଖି ଧାରଣାରେ ବସିଛନ୍ତି ଶତାଧିକ ଗ୍ରାମବାସୀ।
Jun 15,2022, 23:40 PM IST
Jharsuguda Road Accident
୪୯ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜଣେ ମୃତ, ୨ ଆହତ
କାର-ବାଇକ ଜବତ ହୋଇଥିବା ବେଳେ ଦୁର୍ଘଟଣା ଘଟାଇ କାର ଚାଳକ ଫେରାର ହୋଇଯାଇଛି।
Jun 12,2022, 21:48 PM IST
Public Grievances Hearing
ଲୋକଙ୍କ ବିରୋଧ ପରେ ବାତିଲ ହେଲା ଜନଶୁଣାଣି
ଆଗାମୀ ଦିନରେ ଲଖନପୁର ଅଞ୍ଚଳରେ କମ୍ପାନୀ ତିଆରି କରିବାର ସ୍ବପ୍ନ ମଧ୍ୟ ନ ଦେଖିବାକୁ ଚେତାବନୀ ଦେଇଛନ୍ତି।
Jun 10,2022, 23:13 PM IST
Brajrajnagar Assembly By Poll 2022
ବ୍ରଜରାଜନଗର ଉପନିର୍ବାଚନ ଦାୟିତ୍ୱରେ ଥିବା ଆଉ ଜଣେ କର୍ମଚାରୀଙ୍କ ମୃତ୍ୟୁ
ଲଖନପୁର ବ୍ଲକରେ ୨୩୮ ନମ୍ବର ବୁଥ ଠାରେ କାର୍ଯ୍ଯରତ ହୋମଗାର୍ଡ ତ୍ରିଲୋଚନ ମହାନ୍ତିଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି।
May 31,2022, 23:33 PM IST
Jharsuguda Police
ଚାକିରି ପ୍ରୋଲଭନ ଦେଖାଇ ନିରୀହ ଯୁବକ ଯୁବତୀଙ୍କୁ ଠକେଇ; ୨ ଗିରଫ
ଚାକିରୀ କରିବା ଆଶାରେ ଆସୁଥିବା ବେକାର ଯୁବକ ଯୁବତୀଙ୍କୁ ଏମାନେ ନିଜର ଶିକାର କରୁଥିଲେ।
May 19,2022, 23:26 PM IST
Controversial Statement on Shivlinga
ଶିବଲିଙ୍ଗ ଉପରେ ବିବାଦୀୟ ମନ୍ତବ୍ୟ ରଖି ଯୁବକ ଗିରଫ
ଗିରଫ ହୋଇଥିବା ଯୁବକ ବବଲୁ ଭୋଇ ପୂର୍ବରୁ ମଧ୍ୟ ହିନ୍ଦୁ ଦେବାଦେବୀଙ୍କ ନାମରେ ସୋସିଆଲ ମିଡ଼ିଆ ରେ ଅଶ୍ଳୀଳ ପୋଷ୍ଟ କରିବାର ନଜିର ରହିଛି।
May 18,2022, 23:22 PM IST
oas association
କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମାଡ଼ ଥିଓରୀ; ମୁହଁ ଖୋଲିଲେ OAS ସଂଘର ସଭାପତି
ସମୀକ୍ଷା ବୈଠକରେ ଜଣେ OAS ଅଫିସରଙ୍କ ଉପରେ ରାଗିବାର ଭିଡିଓ ଭାଇରାଲ ହେଉଛି। ଆଉ ଏହା ଉପରେ OAS ସଂଘର ସଭାପତି ତଥା ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ପ୍ରତିକ୍ରିୟା ଦେଇଛନ୍ତି।
Oct 12,2021, 14:49 PM IST
ପାର୍ବଣ ବଜାରରେ ବିଷ! ନକଲି ମଦ କାରାବାରରେ ଦୁଇ ଭାଇ ଗିରଫ, ବାପା ଫେରାର
ନକଲି ମଦ ଅରୁଣାଚଳ ପ୍ରଦେଶ ଓ ଝାଡଖଣ୍ଡ (Jharkhand) ଅଞ୍ଚଳରୁ ଆସୁଥିବା ସୂଚନା ପାଇ ସେଠାରେ ନକଲି ମଦ ପ୍ରସ୍ତୁତ କରୁଥିବା ଦୁଇ ଭାଇ ଶିବ କୁମାର ସଁରା ଓ ସରୋଜ କୁମାର ସଁରାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
Oct 10,2021, 7:58 AM IST
ଆଗାମୀ ଦିନରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ପ୍ରାଧାନ୍ୟ ଦେବି: ରୀନା ପ୍ରଧାନ
ଆଇଏଏସ ହେବା ପାଇଁ ରୀନା ପୂର୍ବରୁ ଦୁଇ ଥର UPSC ପରୀକ୍ଷା ଦେଇ ବିଫଳ ହୋଇ ମଧ୍ୟ ହାରି ନଥିଲେ। ୨୦୨୦ ବ୍ୟାଚରେ ପୁଣିଥରେ ପରୀକ୍ଷାରେ ଭାଗନେଇ ଶୁକ୍ରବାର ପ୍ରକାଶ ପାଇଥିବା ଥିବା ରିଜଲ୍ଟ ରେ ସେ ସଫଳ ହୋଇ ଥିବାରୁ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି।
Sep 25,2021, 7:29 AM IST
ମା' ଗର୍ଭରୁ ଦାଉ ସାଧିଛି ଦଇବ! ଭୀମଙ୍କୁ ଅଟକାଇ ପାରିନି ଅଭାବ-ଅନଟନ
ଝାରସୁଗୁଡ଼ା ଜିଲ୍ଲା ପଞ୍ଚପଡ଼ା ୨୨ ବର୍ଷୀୟ ଭୀମ ସାଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ କିନ୍ତୁ କଳାରେ ପରିପୂର୍ଣ୍ଣ ଭୀମଙ୍କର ସମସ୍ୟା ହେଲା ଜନ୍ମରୁ ସିଏ ଦୃଷ୍ଟି ବାଧିତ। ମାଆ ପେଟରେ ଥିବା ସମୟରୁ ହିଁ ସେ ବାପା ଛେଉଣ୍ଡ ହୋଇଗଲେ। ମା ମୂଲ ଲାଗି ଭୀମ ଏବଂ ତାଙ୍କ ବଡ଼ ଭଉଣୀଙ୍କୁ ବଡ଼ କଲେ ହେଲେ ଏବେ ଆଗକୁ ପଢ଼େଇବା ପାଇଁ ଆର୍ଥିକ ସମ୍ବଳ ନାହିଁ।
Sep 9,2021, 8:25 AM IST
Jharsuda
ଟ୍ରକ ଚାପାରେ ଜଣେ ଶିଶୁ ମୃତ
ଦୁର୍ଘଟଣା ପରେ ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ।
Aug 20,2021, 21:51 PM IST
Freedom fighter
ଖିଣ୍ଡାର ଖଣ୍ଡାଧାରୀ ବୀର ସୁରେନ୍ଦ୍ର; ମାରିବାକୁ ଯୋଜନା ନୁହେଁ ଷଡ଼ଯନ୍ତ୍ର କରିଥିଲେ ଇଂରେଜ
ଯେଉଁମାନେ ନିଜର ଦେଶ ସେବା ଏବଂ ସ୍ବାଧୀନତା ପାଇଁ ନିଜର ଜୀବନକୁ ମଧ୍ୟ ବଳିଦାନ ଦେବା ପାଇଁ ପଛ ଘୁଞ୍ଚା ଦେଇନଥିଲେ ଏବଂ ଶେଷରେ ଇଂରେଜମାନଙ୍କୁ ଭାରତ ଛାଡିବାପାଇଁ ବାଧ୍ୟ କରିଦେଇଥିଲେ। ଆଜି ଏଭଲି ଜଣେ ବୀର ପୁରୁଷଙ୍କର ର ବିଷୟରେ ଜାଣିବା...
Aug 15,2021, 19:18 PM IST
ବୁଣାକାରଙ୍କ ହାତ ବାନ୍ଧି ଦେଲା କୋରୋନା! ଅନ୍ୟ ଉପରେ ନିର୍ଭର କରି ଉପବାସରେ ପରିବାର
ଲକଡାଉନ ସମୟରେ କଞ୍ଚାମାଲ ଅଭାବ ସାଙ୍ଗକୁ ବାନ୍ଧକଳା ଏବଂ ରଙ୍ଗ ଉପରେ କୌଶଳ ନଥିବାରୁ ଏମାନଙ୍କୁ ପଡୋଶୀ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି। ଏବେ ଏମାନେ ପ୍ରଶାସନକୁ ସମ୍ପୃକ୍ତ ବିଷୟରେ ତାଲିମ ଦେବାର ବ୍ୟବସ୍ଥା କରାଯାଉ ବୋଲି ଅନୁରୋଧ କରିଛନ୍ତି। ଜିଲ୍ଲାପାଳଙ୍କର ଏଦିଗରେ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି।
Aug 12,2021, 19:22 PM IST
jhasuguda
ଅପରାଧି ପୁଅର ଅପରାଧ! ଟିଙ୍କୁ ପିଠିକୁ କଲା ଛୁରାମାଡ଼
ବ୍ରଜରାଜନଗର ଥାନା (Brajaraj Nagar) ଅନ୍ତର୍ଗତ ଚୁନାଭଟା ଠାରେ ରକ୍ତାକ୍ତ ସଙ୍ଘର୍ଷ ହୋଇଥିଲା। ପୁରୁଣା ଚୁନାଭଟାର ଟିଙ୍କୁ ଗନ୍ଧା (୨୨)ଙ୍କୁ କିଛି ଯୁବକ ଛୁରୀରେ ଆକ୍ରମଣ କରିଥିଲେ।
Aug 4,2021, 11:23 AM IST
boy rescued
ତନ୍ତ୍ର ସାଧନା ପାଇଁ କରାଯାଉଥିଲା ଅପହରଣ! ମାସେ ପରେ ଘରକୁ ଫରିଲେ ନାବାଳକ
ଅଜୟ ଗତ ୧୪ ତାରିଖ ରାତିରେ ଅଜୟ ଗୋଟିଏ ପୁରୁଣା ମୋବାଇଲ ଫୋନ ବିକ୍ରି କରି ନିଜ ଘର ମଧ୍ୟପ୍ରଦେଶ ରାଜ୍ୟ ଅଶୋକନଗର ଜିଲ୍ଲା ମୋଉଗୁଲି ଗ୍ରାମକୁ ଫେରୁଥିଲେ। ହେଲେ ଅଶୋକନଗର ରେଳ ଷ୍ଟେସନରେ ଜଣେ ବଡ଼ ଦାଢ଼ି ଥିବା ବ୍ୟକ୍ତି ଯିଏ ବଡ଼ ବଡ଼ ମୁଦି ପିନ୍ଧିଥିଲେ, ସିଏ ଅଜୟର ମୁଣ୍ଡରେ ହାତ ରଖିଦେଇଥିଲେ।
Jul 19,2021, 12:31 PM IST
Murder for money
କେଇଟା ଟଙ୍କା ପାଇଁ ବନ୍ଧୁକୁ ମାରି ବନ୍ଧୁ ହେଲା ଫେରାର
ଗତ ୧୬ ତାରିଖ ଭୋର ସକାଳୁ ଝାରସୁଗୁଡା ବେହେରାମାଲ ମୁଢ଼ି଼ ମିଲ ଗଳିରେ ବିପିନ ସା ନାମକ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ (Deadbody) ପଡି଼ଥିବା ଦେଖି ପୋଲିସ କୁ ସୂଚନା ଦିଆଯାଇଥିଲା।
Jul 18,2021, 18:11 PM IST
JHARSUGUDA SBI
ବିଶ୍ୱାସ ହରାଉଛି ଷ୍ଟେଟ୍ ବ୍ୟାଙ୍କ, ଆଦିବାସୀଙ୍କ ଖାତାରୁ ୧୮ ଲକ୍ଷ ୩୫ ହଜାର ଗାଏବ୍
ଅପାଠୁଆ, ନିରୀହ ଏବଂ ଆଦିବାସୀ ଜନଜାତିର ବୋଲି ନିଜ ସ୍ୱାମୀର ଝାଳବୁହା ଅର୍ଥ ଉପାର୍ଜିତ ଲକ୍ଷାଧିକ ଟଙ୍କାକୁ ହଡ଼ପ କରି ବସିଥିଲେ SBIର ଆକାଉଣ୍ଟେଣ୍ଟ। ହିକାଧିକାରୀଙ୍କ ଅଜାଣତରେ ଆକାଉଣ୍ଟେଣ୍ଟ ଜଣକ ନିଜ ସମ୍ପର୍କୀୟଙ୍କର ଆକାଉଣ୍ଟକୁ ୧୮ ଲକ୍ଷ ୩୫ ହଜାର ଟଙ୍କା ଟ୍ରାନ୍ସଫର କରିଦେଇଥିଲେ।
Jul 13,2021, 8:49 AM IST
corona free village
କୋରୋନା ମୁକ୍ତ ଖଏଟ ଗାଁ, ଜାଣନ୍ତୁ କେମିତି ଗ୍ରାମବାସୀଙ୍କଠୁ ଦୂରରେ ଅଛି ମହାମାରୀ?
ଛୋଟ ଛୁଆ ଠାରୁ ନେଇ ବୟସ୍କ ସମସ୍ତଙ୍କ ମୁହଁରେ ମାସ୍କ ତା ସହିତ ସାମାଜିକ ଦୂରତା ଏବଂ ସବୁବେଳେ ହାତ ସାନିଟାଇଜ କରିବା ସହିତ ସବୁବେଳେ ସଚେତନ ରହୁଥିଲେ ଖଏଟ ଗାଁର ସମସ୍ତ ଲୋକେ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଗାଁ ଭିତରକୁ ବାହାରୁ କାହାରିକୁ ପଶିବା ପାଇଁ ଦେଇ ନ ଥାନ୍ତି ଗାଁ ଲୋକେ। ଗାଁର ଯୁବପିଢି, ଏଏନଏମ ଦିଦି, ଆଶା ଦିଦି ଏବଂ ଅଙ୍ଗନବାଡି କର୍ମୀଙ୍କ ସଚେତନତା ଯୋଗୁଁ ଏହି ମାରାତ୍ମକ ଭାଇରସ ଠାରୁ ଅନେକ ଦୂରରେ ରହିଛି ଏହି ଗାଁ।
Jun 27,2021, 13:45 PM IST
Unidentified Miscreant
ଥାନାରେ ଅଭିଯୋଗ କରିବା ହେଲା କାଳ; ବାପ-ବଡ ପୁଅ ପରେ ସାନକୁ ଆକ୍ରମଣ
ସହରରୁ ଜଣେ ଯୁବକ ନିଜ ଘରକୁ ଫେରୁଥିବା ବେଳେ ତାଙ୍କ ଘର ନିକଟରେ ସେହି ଅଞ୍ଚଳର ଆଉ ଜଣେ ଯୁବକ ଛୁରାମାଡ କରି ଫେରାର ହୋଇଯାଇଥିବା ଖବର ମିଳିଛି।
Jun 26,2021, 22:47 PM IST
matric result 2021
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା; ଜିଲ୍ଲାରେ କେତେ ଛାତ୍ରାଛାତ୍ରୀ ହୋଇଛନ୍ତି ସଫଳ?
ଚଳିତ ବର୍ଷ ଜୁନ ୨୫ ତାରିଖରେ ପ୍ରକାଶ ପାଇଛି ୨୦୨୧ ମାଟ୍ରିକ ପରୀକ୍ଷା ଫଳ।
Jun 25,2021, 22:14 PM IST
cyber criminal
ସାଇବର ଠକେଇର ନୂଆ ଫଣ୍ଡା: କାର୍ତ୍ତିକର ଗୋଟିଏ କଲ୍ ରେ ବ୍ୟାଙ୍କ ଆକାଉଣ୍ଟରେ ବୁଲୁଥିଲା କଳାକନା
ଯାନ୍ତ୍ରିକ ତ୍ରୁଟି ବାହାନା କରି ନିଜ ଆଡୁ ଟଙ୍କା ପଠାଇବା ପରେ ପୁଣି ଉକ୍ତ ବ୍ୟକ୍ତି ଙ୍କୁ କୁହେ ଅନ୍ୟ ଏକ ନମ୍ବର ରେ ଗୁଗଲ ପେ ବା ଫୋନ ପେ କରିବାକୁ। ବ୍ୟାଙ୍କ ବିବରଣୀ ଦେଖିବା ଯାଏଁ ବ୍ୟାଙ୍କ ରେ ଉଠି ଯାଇଥାଏ ଟଙ୍କା, ଆଉ ଉକ୍ତ ବ୍ୟକ୍ତି ହୋଇଯାଇଥାଏ ସାଇବର ଅପରାଧୀ ର ଶିକାର।
Jun 22,2021, 17:03 PM IST
ଗରିବ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲା ମହିଳା ସଂଗଠନ!
ଅନେକ ସମୟରେ ଏପରି ବ୍ୟକ୍ତି ଠକାମୀର ଶିକାର ହୁଅନ୍ତି ଯାହା ପାଖରେ ଅନେକ ଟଙ୍କା ଥାଏ। ହେଲେ ଏଠି ଏମିତି ବ୍ୟକ୍ତି ଠକାମୀର ଶିକାର ହୋଇଛନ୍ତି ଯୋଉମାନେ ଆର୍ଥିକ ରୂପରେ ଦୁର୍ବଳ। ଏଥର ଠକାମୀର ଶିକାର ହୋଇଛନ୍ତି ୭୦ ବର୍ଷୀୟା ବିଧବା, ହୃଦରୋଗୀ ମହିଳା, ପରିବାରରେ ସ୍ୱାମୀ କାମ ନ କରୁଥିବାରୁ ପରିବାରକୁ ସମ୍ଭାଳୁଥିବା ମହିଳା।
Jun 18,2021, 18:00 PM IST
miscreant
ଜମି ବିବାଦ ଓ ସାମନ୍ୟ କଳହକୁ ନେଇ ଗାଡି ଜାଳି ଦେଲେ ଦୁର୍ବୃତ୍ତ
ଜମି ବିବାଦ ଘଟଣାକୁ କେନ୍ଦ୍ର କରି ଗାଡି ଜାଳି ଦେଲେ ଦୁର୍ବୃତ୍ତ।
Jun 14,2021, 20:33 PM IST
District Drugs Department
ନକଲି ଔଷଧ ମିଳିବା ପରେ Dist Drugs Dept ପକ୍ଷରୁ ଯାଞ୍ଚ ଜାରି
ହିମାଚଳ ପ୍ରଦେଶସ୍ଥିତ ମ୍ୟାକ୍ସ ରିଲିଫ ହେଲଥ କେୟାର ନାମକ କମ୍ପାନୀ ଦ୍ୱାରା ନିର୍ମିତ ଦୁଇଟି ବ୍ରାଣ୍ଡର ଔଷଧକୁ ଜବତ କରିଛି ଜିଲ୍ଲା ଭେଷଜ ନିରୀକ୍ଷଣ ବିଭାଗ।
Jun 13,2021, 16:56 PM IST
Father killer
ବୈକୁଣ୍ଠର ପାପ କୃତ୍ୟ; ବାପାକୁ ହାଣି ପୁଅ ଗିରଫ
ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ବୃନ୍ଦାମାଲ ଗଣ୍ଡପଡ଼ା ଠାରେ ଗତକାଲି ଏକ ହତ୍ୟାକାଣ୍ଡ ଘଟିଛି। ବୈକୁଣ୍ଠ ମରେଇ ନାମକ ଜଣେ ଯୁବକ ନିଜ ବାପା ସୁର ମରେଇଙ୍କ ମୁଣ୍ଡକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନେଇ ବଡ଼ମାଲ ଥାନାରେ ଅଭିଯୋଗ ହୋଇଛି।
Jun 13,2021, 14:10 PM IST
Helpless Child
କୋରୋନା ମହାମାରୀ କରିଦେଲା ଅସହାୟ; ମାମୁଁ ଘରେ ରହିବେ ବାପ-ମା ଛେଉଣ୍ଡ ଶିଶୁ
ମାଆ ବାପାଙ୍କୁ ହରାଇଥିବା ଏହି ଶିଶୁ ଦ୍ୱୟଙ୍କ ବାବଦରେ ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକଙ୍କୁ ଅବଗତ କରାଯାଇଥଲା।
Jun 7,2021, 22:01 PM IST
speedy bike
ବୁଲେଟ ଧକ୍କାରେ ମଇଁଷି ମୃତ, ଚାଳକ ଗୁରୁତର
ଆଜି ସନ୍ଧ୍ୟା ସମୟରେ ବୁଲେଟ (Bullet) ରେ ଦୁଇଜଣ ବ୍ୟକ୍ତି ପ୍ରସନ୍ନ ପଣ୍ଡା ଛକରୁ ବମ୍ବେ ଛକ ପଟକୁ ଆସୁଥିବା ବେଳେ ବିଟିଏମ ଛକ ନିକଟରେ ଦୁଇଟି ମଇଁଷି କୁ ଧକ୍କା (Accident) ଦେଇଥିଲା। ଦୁର୍ଘଟଣା ପରେ ବୁଲେଟରେ ଥିବା ଜଣେ ବ୍ୟକ୍ତି ଅଚେତ ହୋଇଯାଇଥିଲେ।
Jun 5,2021, 23:24 PM IST
Bal Swaraj
Corona Pandemic: ଅନାଥ-ଅସହାୟ ଶିଶୁଙ୍କ ନିକଟରେ ପହଞ୍ଚିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି
କୋରୋନା ମହମାରୀ ଅସହାୟ ଶିଶୁଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ ଜାରି ରଖିଛି ଜିଲ୍ଲା ପ୍ରଶାସନ।
Jun 4,2021, 23:14 PM IST
Photographer
କୋଭିଡ ନେଇଗଲା ସମାଜସେବୀଙ୍କ ଜୀବନ; ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁନାହାଁନ୍ତି ଲୋକ
ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହେଉଥିବା ସମସ୍ତ କାର୍ଯ୍ୟକ୍ରମ କିପରି ସବୁଦିନ ପାଇଁ ମନେ ରହିବ ତାହାର ଭିଡ଼ିଓଗ୍ରାଫି କରିବା ସହ ଫଟୋ ମଧ୍ୟ ଉଠାଇଥାନ୍ତି ପେସାରେ ଫଟୋଗ୍ରାଫର ହେଲେ ନିଶାରେ ସମାଜ ସେବୀ ଭାବେ ଜଣାଶୁଣା ରାହାସ ବିହାରୀ ନାଏକ।
May 30,2021, 17:14 PM IST
Father
ଚିକିତ୍ସାଧିନ ଅଛନ୍ତି କୋରୋନା ଆକ୍ରାନ୍ତ ପତ୍ନୀ; ଆରପାରିରେ ବାପା-ମାଆ
କୋରୋନା ମହମାମାରୀ ସମୟରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜ ନଗର ପୌରାଞ୍ଚଳସ୍ଥିତ ଓରିଏଣ୍ଟ୍ ଥାନା କାଳୀନଗର ଅଞ୍ଚଳରେ ଏଭଳି ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି।
May 29,2021, 22:55 PM IST
IB River
ଇବ୍ ନଦୀରେ ବୁ଼ଡି ନାବାଳକ ମୃତ
ଅଗ୍ନିଶମ ବିଭାଗ ଏବଂ ପୋଲିସ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଖୋଜାଖୋଜି କରିବା ପରେ ପାଣିରୁ ଉଦ୍ଧାର ହୋଇଥିଲେ ମୃତକ ନାବାଳକ।
May 22,2021, 21:54 PM IST
WOYM Member
କୋରୋନା ଭୟରେ ଆସିଲେ ନାହିଁ କେହି; ମୃତକଙ୍କ ଶବ ସତ୍କାର କଲେ ଯୁବା ମଞ୍ଚ ସଦସ୍ୟ
ପ୍ରାୟ ୧୫ ଘଣ୍ଟା କାଳ ଶବ ଘରେ ପଡ଼ିରହିଥିଲା।
May 15,2021, 18:41 PM IST
Odisha Minister
ପୁଣି କେନ୍ଦ୍ରକୁ କୋରୋନା ଟିକା ମାଗିଲା ରାଜ୍ୟ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କୋଭିଡ୍ ପରିଚାଳନାରେ ସରକାର ବହୁମାତ୍ରାରେ ସଫଳତା ହାସଲ କରିଥିବା ନେଇ ମନ୍ତ୍ରୀ କହିଥିଲେ ଯେ, ସର୍ବଭାରତୀୟ ସ୍ତରରେ କୋରୋନା ମୃତ୍ୟୁହାର ୧.୦୮ ଥିବା ବେଳେ ଓଡ଼ିଶାରେ ଏହା ୦.୩୯ ପ୍ରତିଶତ ରହିଛି। ସୁସ୍ଥତା ହାର ମଧ୍ୟ ୮୨.୨୩ ରହିଛି।
May 13,2021, 10:24 AM IST
school teacher died
ସୀମା ଡ୍ୟୁଟିରୁ ଶ୍ମଶାନ; ବିବାହ ଦିନ ଆଖିବୁଜିଲେ କୋରୋନା ଯୋଦ୍ଧା
ଯେଉଁଦିନ ଗାଁରୁ ବର ବେଶରେ ବାହାରିଥାନ୍ତେ, ସେହିଦିନ ହିଁ ଯୁବ ଶିକ୍ଷକ ନେପାଳ ପ୍ରଧାନଙ୍କ ବିୟୋଗ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ୧୯ଖଣ୍ଡ ମୌଜାର କଣ୍ଢେଇକେଲା ଗ୍ରାମରେ। ଗାଁରେ ଖେଳି ଯାଇଛି ଶୋକର ଛାୟା।
May 11,2021, 13:24 PM IST
ପୋଲିସ ପଞ୍ଝାରେ ସରଫରାଜ ଗ୍ୟାଙ୍ଗ; ୪ ଗିରଫ, ବିପୁଳ ଚୋରି ସାମଗ୍ରୀ ଜବତ
ପୂର୍ବରୁ ସରଫରାଜ ଏବଂ ତାଙ୍କ ସହଯୋଗୀମାନଙ୍କୁ ଧରିବା ପାଇଁ ପୋଲିସ ଦୁଇ ଥର ଚେଷ୍ଟା କରିଥିଲା। କିନ୍ତୁ ସେମାନେ ଏତେ ଚତୁର ଥିଲେ ମୋବାଇଲ ନମ୍ବର ବଦଳାଇ ଖସି ଯାଉଥିଲେ। ତେବେ ପୋଲିସ (Jharsuguda Police) ଦୁଇଜଣଙ୍କୁ ବେଳପାହାଡ଼ ଅଞ୍ଚଳରୁ ଗିରଫ କରିଛି ଏବଂ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ଅଏଁଠାପାଲିର ଅଭିଷେକ କୁମାର (୨୫) ଏବଂ ବରଗଡ଼ (Bargarh) ଭଟଲିର ପ୍ରମୋଦ ମିଶ୍ରଙ୍କୁ ମଧ୍ୟ ଗିରଫ କରିଛି।
May 9,2021, 15:12 PM IST
main accuse arrested
ଦିନ ଦ୍ୱିପହରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ! ଭିଡିଓ ଭାଇରାଲ, ଜଣେ ଗିରଫ
ଭିଡିଓ ଭାଇରାଲ ହେବାର କିଛି ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଝାରସୁଗୁଡ଼ା ରେଳବାଇ ପୋଲିସ୍ ଓ ଝାରସୁଗୁଡ଼ା ଟାଉନ ପୋଲିସ।
May 8,2021, 6:56 AM IST
Jharsuguda Adminstration
Corona Alert: ମୁକାବିଲା ପାଇଁ ଅଣ୍ଟା ଭିଡିଲା ପ୍ରଶାସନ
ଜିଲ୍ଲାରେ କୋରୋନା ମାହମାରୀର ମୁକାବିଲା ପାଇଁ ଅଣ୍ଟାଭିଡିଛି ଝାରସୁଗୁଡା ପ୍ରଶାସନ।
May 1,2021, 17:03 PM IST
eating from hospital dustbin
ହସ୍ପିଟାଲର ଡ଼ଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଛନ୍ତି ବୃଦ୍ଧ, ଭିଡିଓ ଭାଇରାଲ
ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ଜଣେ ବୃଦ୍ଧ ହସ୍ପିଟାଲର ଡ଼ଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଇବା ଭିଡ଼ିଓ ଭାଇରାଲ ହୋଇଛି। ଏହି ଭିଡ଼ିଓରେ ଥିବା ବୃଦ୍ଧ ଜଣକ କିଏ ଏହାର ସ୍ପଷ୍ଟ ତଥ୍ୟ ମିଳିନାହିଁ। କିନ୍ତୁ ସେ ବୃଦ୍ଧଟି ଅତି ବିକଳ ହୋଇ ଡ଼ଷ୍ଟବିନରେ ଫିଙ୍ଗାଯାଇଥିବା ଖାଉଥିବା ଜଣା ପଡୁଛି।
Apr 25,2021, 14:52 PM IST
jharsuguda women
ଅବିକଶିତ ସନ୍ତାନକୁ ଧରି ସ୍ୱାମୀର ଠିକଣା ସନ୍ଧାନରେ ଅଫସାନା
ଗୋଟିଏ ପଟେ ସ୍ୱାମୀ ଛାଡି ଚାଲିଗଲେ ଅନ୍ୟ ପଟେ ବିକୃତ ସନ୍ତାନ ଜନ୍ମ ସାଙ୍ଗରେ ଦାରିଦ୍ର୍ୟତାର ଚାବୁକ। ମଝି ନଦୀରେ ଭାସୁଛନ୍ତି ଝାରସୁଗୁଡ଼ାର ଝିଅ ଅଫସାନା ବେଗମ। ହେଲେ ମାଆର ମମତା ଏବେ ବି କହୁଛି, ପ୍ରଶାସନ ଚାହିଁଲେ ସନ୍ତାନ ମଧ୍ୟ ସୁସ୍ଥ ହୋଇଯିବ ଏବଂ ନିଖୋଜ ସ୍ୱାମୀ ମଧ୍ୟ ଫେରି ଆସିବେ।
Apr 18,2021, 18:42 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.