sambalpur

ହୀରାକୁଦ ହିଣ୍ଡାଲକୋ ପାୱାର ପ୍ଲାଣ୍ଟରେ କୋରୋନା ସଚେତନତା

ଏହି ପ୍ଲାଣ୍ଟରେ ପ୍ରଥମେ ୬ଶହ ଶ୍ରମିକ ଦୈନିକ ଗୋଟିଏ ସିଫ୍ଟରେ କାମ କରୁଥିବା ବେଳେ ବର୍ତ୍ତମାନ କୋରୋନା ପରି ମହାମାରୀ କାରଣରୁ ସେଠାରେ ୧୫୦ରୁ ୨ଶହ ଶ୍ରମିକ କାମ କରୁଛନ୍ତି । 

Apr 11, 2020, 01:27 PM IST

ରେଳ ଟ୍ରାକକୁ ଜଗୁଛି ଡ୍ରୋନ କ୍ୟାମେରା

ସମ୍ବଲପୁରରେ ଡ୍ରୋନ କ୍ୟାମେରାର ବ୍ୟବସ୍ଥା ହୋଇଛି । 

Apr 10, 2020, 12:09 PM IST

ପହଞ୍ଚିନି ସରକାରୀ ସହାୟତା, ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛି ‘ସମ୍ବଳ’

ରାଜ୍ୟରେ ବର୍ତ୍ତମାନ କୋରୋନା ଭୂତାଣୁ ବା କୋଭିଡ 19 ମୁକାବିଲା ପାଇଁ କେଉଁଠି ସଟ୍‌ଡାଉନ ତ ଆଉ କେଉଁଠି ଲକ୍ ଡାଉନ୍ କରାଯାଇଛି । ସମ୍ବଲପୁରରେ ମଧ୍ୟ ଜାରି ରହିଛି ଏହି ଅବସ୍ଥା । ଆଉ ଏହି ବାଧ୍ୟତାମୂଳକ ଅଚଳାବସ୍ଥାରେ ଗରିବ ଓ ଖଟିଖିଆ ଲୋକ ନାନା ସମସ୍ୟା ଭୋଗୁଛନ୍ତି ।

Apr 5, 2020, 03:12 PM IST

ବୁଲା ଗାଈ ଗୋରୁଙ୍କ ପାଇଁ ଏବେ ସାହା କିଛି ସ୍ୱେଚ୍ଛାସେବୀ ସଙ୍ଗଠନ

ବୁଲା ଗାଈ ଗୋରୁ ଏବଂ ଅନ୍ୟ ପଶୁଙ୍କୁ ଖାଇବାକୁ ଦେବାକୁ ସ୍ୱେଚ୍ଛାସେବୀ କାମ କରୁଛନ୍ତି । 

Apr 4, 2020, 03:46 PM IST

ରାମନବମୀକୁ ଫିକା କରିଦେଲା କୋରୋନା, ଏମିତି ଆୟୋଜନ କଲେ ଭକ୍ତ

ଲକଡାଉନ୍ କଟକଣା ଯୋଗୁ ସମ୍ବଲପୁର ଅଞ୍ଚଳର ସମସ୍ତ ରାମ ମନ୍ଦିର ବନ୍ଦ ରହିଥିଲା । 

Apr 3, 2020, 07:15 AM IST

ଲକ୍ ଡାଉନ୍ ଯୋଗୁଁ ରେଳବାଇ କୁଲିଙ୍କ ପେଟପାଟଣା ପ୍ରଭାବିତ

ଏହାକୁ ଦୄଷ୍ଟିରେ ରଖି ସରକାରଙ୍କ ତରଫରୁ ସହାୟତା ରାଶି ଓ ଖାଦ୍ୟ ସାମଗ୍ରୀ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି । ତେବେ ଏଥିରୁ ବଞ୍ଚିତ ହୋଇଛନ୍ତି ସମ୍ବଲପୁର କ୍ଷେତରାଜପୁର ରେଲଷ୍ଟେସନର ଲାଇସେନ୍ସ ପ୍ରାପ୍ତ କୁଲି । ଏମିତି ଅଭିଯୋଗ ଆଣିଛନ୍ତି ସମ୍ବଲପୁରର ପ୍ରାୟ ୫0 ଜଣ କୁଲି ।

Apr 2, 2020, 03:46 PM IST

ହାତୀ ଲିଭେଇଦେଲା ତିନି ଜୀବନ ଦୀପ

ସମ୍ବଲପୁର ଯୁଜୁମୁରା ବ୍ଲକ ଅନ୍ତର୍ଗତ କୋଲ ଗାଁରେ ହାତୀ ଆତଙ୍କ

Apr 1, 2020, 06:55 PM IST

ସାମାଜିକ ଅନୁଷ୍ଠାନ ପକ୍ଷରୁ ରୋଗୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବୁର୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା କିଛି ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ଏମାନେ । 

Apr 1, 2020, 11:41 AM IST

ଲକ୍ ଡାଉନ୍: ସମ୍ବଲପୁରରେ ୨୫ରୁ ୩୦ ବାହାଘର ସ୍ଥଗିତ

 ଏହି ଲକ୍ ଡାଉନ ଯୋଗୁ ଅନେକ ବିବାହ, ବ୍ରତ ମଧ୍ୟ ଅଟକି ରହିଛି । 

Apr 1, 2020, 11:29 AM IST

ଫସି ରହିଥିବା ଶ୍ରମିକଙ୍କ ପାଇଁ ସହାୟତାର ହାତ ବଢ଼ାଉଛନ୍ତି ସ୍ୱେଚ୍ଛାସେବୀ ଅନୁଷ୍ଠାନ

କୋରୋନା ଭୂତାଣୁ ସଂକ୍ରମଣରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ସରକାର ସାରା ଭାରତକୁ ଲକଡାଉନ ଘୋଷଣା କରିଛନ୍ତି । ତେବେ ଏହା ଫଳରେ ସମ୍ବଲପୁରର ବାହାର ଜିଲ୍ଲା ଓ ରାଜ୍ୟରୁ ଆସି କାମ କରୁଥିବା ଶ୍ରମିକମାନେ ଫସି ରହିଛନ୍ତି । କିଛି ଶ୍ରମିକ ପରିବାର ବିଭିନ୍ନ କ୍ଲବରେ ଆଶ୍ରୟ ନେଇଛନ୍ତି ।  

Mar 31, 2020, 03:26 PM IST

ଲକ୍ ଡାଉନ୍: ସମ୍ବଲପୁରରେ ଫ୍ରି ହୋମ ଡେଲିଭରି ସେବା ପାଇଁ ଉଦ୍ୟମ

ମହାମାରୀ କରୋନା ନିୟନ୍ତ୍ରଣ କରିବା ପାଇଁ ସମ୍ବଲପୁରରେ ଜିଲ୍ଲା ପ୍ରଶାସନ ନେଲା କଡା ପଦକ୍ଷେପ ।

Mar 30, 2020, 12:31 PM IST

ଲକ୍ ଡାଉନ: ଚଢ଼ା ଦରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି !

ମାର୍କେଟ ରେଟରୁ ଅତ୍ୟଧିକ ଦରରେ ଜିନିଷ ବିକ୍ରି କରୁଥିବା ଦେଖିବାକୁ ମିଳୁଛି ।

Mar 30, 2020, 09:37 AM IST

କୋରୋନା ମୁକାବିଲା: ସାନିଟାଇଜ୍ ହେଉଛି ସମ୍ବଲପୁର

ସଦର ହସ୍ପିଟାଲକୁ ସ୍ପ୍ରେ ସିଞ୍ଚନ କରି ସାନିଟାଇଜ୍ କରାଯାଇଥିବା ବେଳେ ସହରର ପ୍ରମୂଖ ପରିବା କିଣାବିକା କେନ୍ଦ୍ର ଗୋଲବଜାରକୁ ମଧ୍ୟ ସାନିଟାଇଜ୍ କରାଯାଇଛି ।

Mar 30, 2020, 09:24 AM IST

ଲକ୍ ଡାଉନ୍ ଆଇନ ଉଲ୍ଲଂଘନ କରିବାରୁ ୨୩ ଜଣଙ୍କ ନାଁରେ ମାମଲା ରୁଜୁ

କ୍ଷେତରାଜପୁର ମାରବାଡି ଧର୍ମଶାଳା, ଚେରୁଆ ପଡା, ବଡ଼ ବଜାର ଛକ, ରେଲୱେ ଫାଟକ ଇତ୍ୟାଦି ସ୍ଥାନରେ ଲକ୍ ଡାଉନ୍ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ । 

Mar 27, 2020, 09:24 PM IST

ଲକ ଡାଉନ ଆଇନ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା

ସାରା ଭାରତରେ ଲକଡାଉନ ପରିସ୍ଥିତି ଜାରି ରହିଛି । ବିନା କାରଣରେ କେହି ଘରୁ ବାହାରିବାକୁ  ସରକାର ବାରଣ କରିଛନ୍ତି । ଏବେ ନିୟମକୁ କଡାକଡି କରାଯାଉଛି । କିଛି ଯୁବକ ସମ୍ବଲପୁର ରିଂ ରୋଡ଼ରେ ବସି ଗତକାଲି ସନ୍ଧ୍ୟା ସମୟରେ ବାର୍ତ୍ତାଳାପ କରୁଥିବାରୁ କ୍ଷେତରାଜପୁର ପୋଲିସ ସେମାନଙ୍କ ନାମରେ ମାମଲା ରୁଜ୍ଜୁ କରିଛି।  କ୍ଷେତରାଜପୁର ମାରବାଡି

Mar 27, 2020, 09:21 PM IST

ଲକଡାଉନ ଗାଇଡ଼ ଲାଇନ ଉଲ୍ଲଂଘନ କରି ୨ ଗିରଫ

ଓଡ଼ିଶାରେ ନିୟମ ଉଲ୍ଲଂଘନ କରି ଗିରଫ ହେଲେ

Mar 23, 2020, 09:48 PM IST

ଚିକିତ୍ସାଧିନ ଅବସ୍ଥାରେ ଜୀଅନ୍ତା ଜଳିଗଲେ ରୋଗୀ !

ଅଭିଯୋଗ ଅନୁସାରେ, ଗତ 6 ତାରିଖରେ ବୁର୍ଲାର ଦୀପକ ଅଗ୍ରୱାଲ ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇ ଗୁପ୍ତା ନର୍ସିଂହୋମର ବେଡ଼ ନମ୍ବର 20ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ସହିତ ତାଙ୍କର ପତ୍ନୀ ମଧ୍ୟ ଥିଲେ । ତେବେ ଗତ ରାତି 11ଟା ପରେ ଦୀପକଙ୍କ ପତ୍ନୀ ଘରକୁ ଗଲା ପରେ ରାତି ପ୍ରାୟ ଦେଢ଼ଟା ସମୟରେ ଦୀପକଙ୍କ ବେଡ଼ରେ ଏସିରେ ସାର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା । 

Mar 20, 2020, 09:36 PM IST

କୋରୋନା ମୁକାବିଲା: ସ୍ଥିତି ଦେଖି ଟିକେଟ ବାତିଲ କରୁଛି ରେଳ ବିଭାଗ

ଗୋଟିଏ ଦିନରେ ୫୩୬ ଜଣ ଯାତ୍ରୀଙ୍କ ଟିକେଟ ବାତିଲ କରାଯାଇଛି । ଏହାସହ ସମ୍ପୃକ୍ତ ଯାତ୍ରୀମାନଙ୍କୁ ୧ ଲକ୍ଷ ୮୨ ହଜାର ଟଙ୍କା ଫେରସ୍ତ କରାଯାଇଛି ।

Mar 18, 2020, 04:28 PM IST

ଧରାପଡ଼ିଲେ ବଜ୍ରକାପ୍ତା ଚାଲାଣକାରୀ

୧୩ଟି ବଜ୍ରକାପ୍ତା କାତି ଜବତ କରିଛି ପୋଲିସ । 

Mar 15, 2020, 02:22 PM IST

ବିଷ ପିଇଲେ ସ୍ୱାମୀ, ସ୍ତ୍ରୀ ଓ ବଡ଼ ପୁଅ; ଜଣେ ମୃତ

ଘରୋଇ କଳହର କରୁଣ ପରିଣତି

Mar 15, 2020, 01:54 PM IST