Pregnant women
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦୋଳିରେ ବୁହାହେଲେ ପ୍ରସୂତି
ବୁଧବାର ବିଳମ୍ୱିତ ରାତିରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ଏଲଗଲ ଗାଁର ସରୋଜିନୀ କାର୍ଯୀଙ୍କ ଗର୍ଭ ଯନ୍ତ୍ରଣା ଆସିଥିଲା। ତାଙ୍କୁ ପରିବାର ଲୋକେ 'ଦୋଳା' ସାହାଯ୍ୟରେ ପ୍ରାୟ ୫ କିମି ବୋହିବା ପରେ ଡଙ୍ଗା ସାହାଯ୍ୟରେ ୩୦ ମିନିଟ ଯାତ୍ରା କରି ବାଘଲଟି ଜଳଭଣ୍ଡାର ପାର୍ କରିଥିଲେ।
Jan 13,2022, 14:34 PM IST
Journalist Attacked
ସୁମିତ-ତପସ୍ବିନୀ ବିବାହ ବିବାଦ; ବିଫଳତା ପ୍ରଘଟ ଭୟରେ ଗଣମାଧ୍ୟମକୁ ପୋଲିସର ନାଲିଆଖି
ନିଜ ଦୋଷ ଲୁଚାଇବାକୁ ଯାଇ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରି ସାହିବାସୀଙ୍କୁ ନାକାବନ୍ଦି କରାଯାଇଛି। ଯହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।
Dec 28,2021, 8:29 AM IST
bicycle riders
ସାଇକେଲରେ ସଚେତନତା; ୭୫ ଘଣ୍ଟାରେ ଅତିକ୍ରମ କଲେ ହଜାରେ କିଲୋମିଟର
ଭୁବନେଶ୍ବର ସାଇକେଲ ରାଇଡ ଅନୁଷ୍ଠାନର ୨୩ ଜଣ ବ୍ଯକ୍ତି ପ୍ରଦୁଷଣ ଓ ଦୁର୍ଘଟଣା ମୁକ୍ତ ସୁସ୍ଥ ଭାରତ ଗଠନର ବାର୍ତ୍ତା ନେଇ ୭୫ ଘଣ୍ଟା ମଧ୍ୟରେ ଏକ ହଜାର କିଲୋମିଟର ଅତିକ୍ରମ କରି ନିଜର ଲକ୍ଷ୍ୟ ପୁରଣ କରିଛନ୍ତି।
Dec 27,2021, 9:31 AM IST
Dimple Sumit
ହଟିଲା ତପସ୍ୱିନୀଙ୍କ ମିଛ ଅଭିଯୋଗ ଉପରୁ ପରଦା...
ଦିର୍ଘ ଦିନ ଧରି ନ୍ଯାୟ ଦାବି ରେ ବସି ରହିଥିବା ତପସ୍ବିନୀ ଏବେ ସୁମିତ ଙ୍କୁ ସ୍ତ୍ରୀ ରୂପରେ ଗ୍ରହଣ କରିନେବା ଲାଗି କୋହଭରା କଣ୍ଠରେ ଆକୁଳ ନିବେଦନ କରିବା ସହ ବିଶ୍ବାସ ର ସଂଜ୍ଞା ସିଖାଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।
Dec 26,2021, 16:38 PM IST
Ganjam
ବିଲରେ ବୁଡ଼ିଲା ସୁନା! ହତାସ ଚଷାପୁଅର ଆତ୍ମହତ୍ୟା, ପ୍ରଶାସନ କରିବ ତନାଘନା
ବର୍ଷା ପାଣିରେ ଲଟପଟ୍ ହେଉଛି ଚାଷୀର ସୁନା। ବାତ୍ଯା ଜୱାଦ ମାଡରେ କ୍ଷେତରେ ଟଳି ପଡିଛି ଧାନ କେଣ୍ଡା। ଉଜୁଡା ଫସଲକୁ ଦେଖି ସହ୍ଯ କରି ନପାରି ଆତ୍ମହତ୍ୟା ବାଟ ଆପଣାଇଲା କି ଚଷାପୁଅ। ଚାଷୀ ଆତ୍ମହତ୍ୟାର ଅସତ୍ୟତା ଜାଣିବା ଲାଗି ଗ୍ରାଉଣ୍ଡ ଜିରକୁ ଯାଇଛି ଜୀ ଓଡିଶା।
Dec 7,2021, 8:03 AM IST
Berhampur
ବ୍ୟାଙ୍କରୁ ଋଣ ନେଉଥିଲେ ସାବଧାନ!
ଠକେଇ ଅଭିଯୋଗରେ ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବ୍ରହ୍ମପୁର ରାମ ନଗର ଅଞ୍ଚଳର ଗୁପ୍ତେଶ୍ବର ପଟ୍ଟନାୟକ। ଗିରଫ ଅଭିଯୁକ୍ତ ଜଣଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି।
Nov 28,2021, 11:49 AM IST
ବିଶ୍ୱସ୍ତରୀୟ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର; ଗର୍ଭବତୀଙ୍କ ଚିତ୍କାର
ବୁଧବାର ମଧ୍ୟରାତ୍ରରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁର କାର୍ତ୍ତିକ ସେଠୀଙ୍କ ପତ୍ନି ଝୁନୁ ଗର୍ଭ ଯନ୍ତ୍ରଣା ହୋଇଥିଲା। ତେଣୁ କୁମ୍ଭର ଗ୍ରାମରୁ ଏକ ଅଟୋ ଯୋଗେ ଆଶା କର୍ମୀଙ୍କ ସହାୟତାରେ ରାତି ପ୍ରାୟ ଗୋଟାଏ ସମୟରେ ରାହାଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ହେଲେ ନିଘୋର ନିଦ୍ରାରେ ଥିବା ଡାକ୍ତର ବାବୁ କିନ୍ତୁ ଫାଟକ ଖୋଲି ନଥିଲେ।
Nov 21,2021, 8:23 AM IST
chilika
ଚିଲିକା ରିସୋର୍ଟ ଠାରେ ଆରମ୍ଭ ହେଲା ବେଙ୍ଗଲି ସି ଫୁଡ ଫେଷ୍ଟିଭାଲ୍
ପ୍ରାୟ ୭ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀକୁ ବିଦେଶୀ ତଥା ବଙ୍ଗୀୟ ପର୍ଯ୍ୟଟକ ଉପଭୋଗ କରିବାକୁ ଆସୁଛନ୍ତି।
Oct 9,2021, 22:46 PM IST
ପାଖେଇଲାଣି ପାର୍ବଣ; ରେଶମ ନଗୀରରେ କାର୍ଯ୍ୟକାରୀ ହେଲା ମଦୁଆ ଧରା ଅଭିଯାନ
ରାସ୍ତାରେ ମଦ୍ୟପାନ କରୁଛନ୍ତି କି ତାହାଲେ ହୋଇଯାନ୍ତୁ ସାବଧାନ!
Oct 4,2021, 20:12 PM IST
Berhampur Circle Jail
Berhampur Jail: 4G ଯୁଗରେ କାମ କରୁନି 2G ଜାମର, ଅଚଳପଡି଼ଛି ମେଟାଲ ଡିଟେକ୍ଟର-ବ୍ୟାଗ୍ ସ୍କାନର
ଢିଲା ସୁରକ୍ଷା ବଳୟ ରେ ବ୍ରହ୍ମପୁର ମଣ୍ଡଳ କାରାଗାର। ଜେଲ ଚାରି କାନ୍ଥ ଭିତରେ ଏବେ ମଧ୍ୟ ଅପରାଧି ଚଳାଉଛନ୍ତି ନିଜ ଅପରାଧର ନେଟୱାର୍କ।
Oct 2,2021, 23:10 PM IST
World Body Building Championship: ଭାରତକୁ ପ୍ରତିନିଧିତ୍ୱ କରିବେ ବ୍ରହ୍ମପୁରର ଚନ୍ଦନ ସାହୁ
ପଙ୍କରେ ଫୁଟେ ପଦ୍ମ। ଅସମ୍ଭବ ବି ଚେଷ୍ଟା ବଳରେ ହୋଇପାରେ ସମ୍ଭବ। ବିନା ପ୍ରସହନରେ ମଧ୍ୟ ଲକ୍ଷ ସ୍ଥଳରେ ପହଂଚିପାରେ ମଣିଷ। ଯାହାକୁ ପ୍ରମାଣ କରି ଦେଖାଇପାରିଛନ୍ତି ବ୍ରହ୍ମପୁର ଫାଷ୍ଟ ଗେଟ ଅଂଚଳର ଚନ୍ଦନ କୁମାର ସାହୁ।
Sep 30,2021, 7:40 AM IST
ବସ ମାଲିକଙ୍କ ମୁଣ୍ଡ ନେଲା ମହାମାରୀ! ରେଳ ଧରଣାରେ ଖଣ୍ଡବଖଣ୍ଡିତ ଶରୀର ଠାବ
ବ୍ରହ୍ମପୁର ସହରର ବେସ୍ ଜଣାଶୁଣା ଲିଲ୍କ୍ ସିଟି ବସର ମାଲିକ ଫାୟାଜଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରେଳ ଧାରଣାରୁ ଠାବ କରାଯାଇଛି। ମାନସିକ ଭାରସାମ୍ୟ ହରାଇ ଫାୟାଜ୍ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
Sep 29,2021, 14:34 PM IST
Sitalapalli Railway Factory
ଶୀତଳଭଣ୍ଡାରରୁ ବାହାରି କାର୍ଯ୍ୟକ୍ଷମ ହେବ ଶୀତଳାପଲ୍ଲୀ ରେଳ କାରଖାନା
ଦୀର୍ଘ ୧୦ ବର୍ଷ ପରେ ୱାଗନ ହେଉ ଅଥବା କମ୍ପନେଣ୍ଟ କାରଖାନା ସ୍ଥାପନ ଲାଗି ରାସ୍ତା ସଫା ହୋଇଛି।
Sep 22,2021, 22:23 PM IST
ଡ୍ଯୁଟି ବେଳେ ମଉଜ କରୁଛନ୍ତି ସରକାରୀ ବାବୁ, ଭିଡିଓ ଭାଇରାଲ
ଭାଇରାଲ ହୋଇଛି ସରକାରୀ ବାବୁଙ୍କ ମଦ ମାଂସ ଆସରର ଭିଡି଼ଓ।
Sep 22,2021, 19:15 PM IST
ବ୍ରହ୍ମପୁରରେ ଗ୍ୟାସ ସିଲିଣ୍ଡର ଫାଟି ତିନି ଗୁରୁତର
ମଙ୍ଗଳବାର ସକାଳେ ଗ୍ୟାସ ସିଲିଣ୍ଡର ଫାଟି ତିନି ଜଣ ଗୁରୁତର। ଜଣଙ୍କ ଅବସ୍ଥା ସଙ୍କଟାପଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
Sep 21,2021, 10:55 AM IST
ଫିଲ୍ମ ଷ୍ଟାଇଲରେ ମର୍ଡର, ରକ୍ତରେ ଲେଖିଲେ ଦ୍ୱିତୀୟ ଟାର୍ଗେଟର ନାମ
ବିନାୟକ ପ୍ରଧାନ ଗ୍ରାମର ଠାକୁରାଣୀଙ୍କ ମନ୍ଦିର ପାଖରେ ଶୋଇଥିବା ବେଳେ ତାକୁ କିଏ ପଥରରେ ଛେଚି ହତ୍ୟା କରିଛି।
Sep 20,2021, 13:08 PM IST
ଗୋଷ୍ଠୀ ସଂଘର୍ଷରୁ ହତ୍ୟା; ପୋଲିସ ଉପସ୍ଥିତରେ ହତ୍ୟାକାରୀର ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
ଜଳିଲା ପୂର୍ବ ଶତ୍ରୁତାର ଜ୍ବାଳା! ସକାଳୁ ସକାଳୁ ରଣକ୍ଷେତ୍ର ପାଲଟିଗଲା ଗାଁ ଦାଣ୍ଡ। ବିଚ୍ ରାସ୍ତାରେ ଯୁବକଙ୍କ ଆଖିରେ ଲଙ୍କା ଗୁଣ୍ଡ ଢାଳି ଖଣ୍ଡାରେ ହାଣି ବୀଭତ୍ସ ହତ୍ୟାକଲେ ଦୃର୍ବୃତ୍ତ।
Sep 19,2021, 18:39 PM IST
Berhampur Municipal Corporation
ବଢୁଛି ଚାହିଦା; ଆୟୁର୍ବେଦ ଚିକିତ୍ସାଳୟ କାର୍ଯ୍ୟକ୍ଷମ କରାଇବା ଲାଗି ସାଧାରଣରେ ଦାବି
ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିର୍ମାଣ କରାଯାଇଥିବା ସହରାଞ୍ଚଳ ଆୟୁର୍ବେଦ ଚିକିତ୍ସାଳୟ ଏବେ ରୁଗଣ ଅବସ୍ଥାକୁ ଚାଲିଯାଇଛି।
Sep 18,2021, 23:11 PM IST
Berhampur Ring Road Project
ବଢୁଛି ସଡ଼କ ଦୁର୍ଘଟଣା; କଛପ ଗତିରେ ଚାଲିଛି ରିଂ ରୋଡ୍ ନିର୍ମାଣ କାର୍ଯ୍ୟ
ପ୍ରାୟ ୪୭ କିଲୋମିଟର ପରିମିତ ଏହି ରିଂ ରୋଡ ପ୍ରକଳ୍ପ ଦ୍ୱାରା ଗଞ୍ଜାମ ଜିଲ୍ଲାର ୪ଟି ବ୍ଲକ ଏବଂ ୩ଟି ତହସିଲ ଅଧିନସ୍ଥ ପ୍ରାୟ ୪୨ ଗ୍ରାମର ୬ ଲକ୍ଷ ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହେବାର ଲକ୍ଷ ରଖାଯାଇଥିଲା।
Sep 17,2021, 22:46 PM IST
Berhampur Giri Market Complex
ବିପଦ ସଙ୍କୁଳ ଅବସ୍ଥାରେ ମାର୍କେଟ କମ୍ପେକ୍ସ; ଜୀବନକୁ ବାଜି ଲଗାଇ ବ୍ୟବସାୟ କରୁଛନ୍ତି ବ୍ୟବସାୟୀ
ସହରରେ ଅବସ୍ଥିତ ଏହି ମାର୍କେଟ କମ୍ପ୍ଲେକ୍ସରେ କୌଣସି ମୂହୁର୍ତ୍ତରେ ଏକ ବଡ ଅଘଟଣ ଘଟିବାର ସମ୍ଭାବନା ରହିଥିବା ବେଳେ ଅତି ଶୀଘ୍ର ଏହି କୋଠାର ପୁନଃରୁଦ୍ଧାର କରିବା ଲାଗି ଦାବି ହୋଇଛି।
Sep 17,2021, 21:48 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.